Cross references
ଦିତୀୟ ଶାମୁୟେଲ 23:27
ଅନାଥୋତୀଯ ଅବୀଯଷେର, ହୂଶାତୀଯ ମବକ୍ସ୍ଟନ୍ନଯ,
ପ୍ରଥମ ବଂଶାବଳୀ 12:3
ଅହୀଯଷେର, ସମାନଙ୍କେ ନେତା ଓ ୟୋଯାଶ (ଅହୀଯଷେର ଓ ୟୋଯାଶ, ଗିବିଯାଥୀଯରୁ ଶମାଯରଙ୍କ ପୁତ୍ର ଥିଲେ।) ୟିଷୀଯଲେ ଓ ପେଲ୍ଟ ଅସ୍ମାବତଙ୍କର ପୁତ୍ର ଥିଲେ ; ଅନାେଥାତୀଯରୁ ବରାଖା ଓ ଯହେୁ ଥିଲେ।
ପ୍ରଥମ ବଂଶାବଳୀ 27:9
ଇରା ଷଷ୍ଠ ମାସ ରେ ସନୋଧ୍ଯକ୍ଷ ଥିଲେ। ଇରା ଇକ୍କେଶଙ୍କ ପୁତ୍ର ଥିଲେ। ଇକ୍କେଶ ତକ୍କୋଯୀଯ ସହର ନିବାସୀ ଥିଲେ। ଇରାଙ୍କ ଦଳ ରେ 24,000 ଲୋକ ଥିଲେ।
ପ୍ରଥମ ବଂଶାବଳୀ 27:12
ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।