Home Bibles ଦିତୀୟ ଶାମୁୟେଲ 2:6 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 2:6 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରକାଶ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ଏହି କର୍ମ କରିଥିବାରକ୍ସ୍ଟ ମୁ ମଧ୍ଯ ତୁମ୍ଭମାନଙ୍କୁ ସହେି ଦୟା ପ୍ରଦର୍ଶନ କରିବି।

Cross references

ଯାତ୍ରା ପୁସ୍ତକ 34:6

ସଦାପ୍ରଭୁ ମାଶାଙ୍କେ ସମ୍ମୁଖକୁ ଆସି ଏହା ଘାଷେଣା କଲେ। ୟି ହାବୋ, ୟି ହାବୋ ଦୟାଶୀଳ ପରମେଶ୍ବର, ସେ କୋରଧ ରେ ଧିର। ସେ ଦୟାଳୁ ଓ ସତ୍ଯତା ରେ ପରିପୂର୍ଣ୍ଣ।

ଯିହୋଶୂୟ 2:14

ସମାନେେ ଏଥି ରେ ସମ୍ମତ ହେଲେ ଓ କହିଲେ, ତୁମ୍ଭେ ଯବେେ ଆମ୍ଭମାନେ ଯାହା କରୁଛକ୍ସ୍ଟ ପ୍ରକାଶ ନ କରିବ, ତବେେ ଆମ୍ଭମାନଙ୍କର ପ୍ରାଣ ବଦଳ ରେ ତୁମ୍ଭମାନଙ୍କର ପ୍ରାଣ ରକ୍ଷା କରିବକ୍ସ୍ଟ। ଆଉ ଯେତବେେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏ ଦେଶ ଦବେେ, ଆମ୍ଭେ ତକ୍ସ୍ଟମ୍ଭପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦର୍ଶନ କରିବକ୍ସ୍ଟ।

ରୂତର ବିବରଣ 1:8

ଏହାପରେ ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ କହିଲା, ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ତୁମ୍ଭମାନଙ୍କର ମା' ପାଖକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ତୁମ୍ଭମାନଙ୍କର ସ୍ବାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମାେ ପ୍ରତି ଦୟା ଦଖାଇେଛ। ତେଣୁ ମୁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦଖାଇବେେ।

ଦିତୀୟ ଶାମୁୟେଲ 9:3

ରାଜା କହିଲେ, ଆଉ ଶାଉଲ ପରିବାରର କହେି ଅଛନ୍ତି କି? ପରମେଶ୍ବରଙ୍କର ଦୟା ସମାନଙ୍କେୁ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି।

ଦିତୀୟ ଶାମୁୟେଲ 9:7

ଦାଉଦ ମଫୀବୋଶତ୍କକ୍ସ୍ଟ କହିଲେ, ଭୟ କର ନାହିଁ, ମୁ ତକ୍ସ୍ଟମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁ ତୁମ୍ଭକୁ ଦୟା ଦଖାେଉଛି। ମୁ ତୁମ୍ଭକୁ ତକ୍ସ୍ଟମ୍ଭ ଜଜେେ ବାପା ଶାଉଲଙ୍କର ସମସ୍ତ ସଐତ୍ତି ତୁମ୍ଭକୁ ଫରୋଇ ଦବେି। ତୁମ୍ଭେ ମଧ୍ଯ ମାେ ପାଖ ରେ ସବୁଦିନ ଭୋଜନ କରିବ।

ଦିତୀୟ ଶାମୁୟେଲ 10:2

ଦାଉଦ କହିଲେ, ମୁ ହାନୂନ୍ ପ୍ରତି ବିଶଷେ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମାେ ପ୍ରତି ବହକ୍ସ୍ଟତ ବିଶ୍ବସ୍ତ ଓ ଦୟାବାନ ଥିଲା। ତେଣୁ ତାକକ୍ସ୍ଟ ପିତୃ ଶାେକରୁ ସାନ୍ତ୍ବନା ଦବୋ ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକକ୍ସ୍ଟ ପଠାଇଲେ।

ଦିତୀୟ ଶାମୁୟେଲ 15:20

ତୁମ୍ଭମାନେେ ଏବେ ମାେ ସହିତ ୟୋଗ ଦଇେଛ, କିହିଁକି ମୁ ତୁମ୍ଭମାନଙ୍କୁ ଏସ୍ଥାନରକ୍ସ୍ଟ ସେସ୍ଥାନକକ୍ସ୍ଟ ଏଣେ ତଣେେ ବକ୍ସ୍ଟଲାଇବି? ଆମ୍ଭମାନେେ ୟକ୍ସ୍ଟଆଡେ ପାରିବକ୍ସ୍ଟ ସିଆଡେ ୟିବକ୍ସ୍ଟ। ତୁମ୍ଭେ ତ କାଲି ଆସିଲ, ଆଜି କ'ଣ ଆମ୍ଭେ ତୁମ୍ଭକୁ ନଇେ ଏଣେ ତଣେେ ସାଙ୍ଗ ରେ ବକ୍ସ୍ଟଲାଇବା? ଫରେିୟାଅ ଓ ତକ୍ସ୍ଟମ୍ଭ ଭାଇମାନଙ୍କୁ ମଧ୍ଯ ତକ୍ସ୍ଟମ୍ଭ ସହିତ ନିଅ। ଦୟା ଓ ସତ୍ଯତା ତୁମ୍ଭର ସହବର୍ତ୍ତୀ ହେଉ।

ଗୀତସଂହିତା 57:3

ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ହିତୋପଦେଶ 14:22

ଯେଉଁମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି, ସମାନେେ ପଥଭ୍ରଷ୍ଟ ହୁଅନ୍ତି। କିନ୍ତୁ ଯେଉଁମାନେ ଅନ୍ୟର ଭଲ ଚିନ୍ତା କରନ୍ତି ସଠାେ ରେ ସତ୍ଯ ଓ ଦୟା ଥାଏ।

ମାଥିଉଲିଖିତ ସୁସମାଚାର 5:7

ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।

ମାଥିଉଲିଖିତ ସୁସମାଚାର 5:44

କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।

ମାଥିଉଲିଖିତ ସୁସମାଚାର 10:16

ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:16

ମୁଁ ଜଲେ ରେ ରହିବା ଦ୍ବାରା ସେ ଲଜ୍ଜିତ ହାଇେ ନାହାଁନ୍ତି।

ଫିଲୀମୋନଙ୍କ ପ୍ରତି ପତ୍ର 1:18

ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ କରିଛି ବା ତା'ର ତୁମକୁ କିଛି ଦବୋକୁ ଅଛି ତବେେ ତାହା ମାେ ଖାତା ରେ ପକାଇ ଦିଅ।

Interlinear

Choose Theme