Home Bibles ରୂତର ବିବରଣ 1:8 · ଓଡ଼ିଆ ବାଇବେଲ
ରୂତର ବିବରଣ 1:8 · ଓଡ଼ିଆ ବାଇବେଲ

ଏହାପରେ ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ କହିଲା, ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ତୁମ୍ଭମାନଙ୍କର ମା' ପାଖକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ତୁମ୍ଭମାନଙ୍କର ସ୍ବାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମାେ ପ୍ରତି ଦୟା ଦଖାଇେଛ। ତେଣୁ ମୁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦଖାଇବେେ।

Cross references

ଯିହୋଶୂୟ 24:15

ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!

ରୂତର ବିବରଣ 1:5

ମହଲୋନ ଏବଂ କିଲିୟୋନ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ। ତେଣୁ ନୟମୀ ସ୍ବାମୀହୀନ ଓ ପକ୍ସ୍ଟତ୍ରହୀନ ହାଇେ ରହିଲା।

ରୂତର ବିବରଣ 2:20

ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, ସେ ସଦାପ୍ରଭୁଙ୍କ ଦ୍ବାରା ଆଶୀର୍ବାଦ ପ୍ରାଲ୍ଗ ହକ୍ସ୍ଟଅନ୍ତକ୍ସ୍ଟ, ୟିଏକି ମୃତ ଓ ଜୀବିତ ଓ ମୃତମାନଙ୍କଠାରକ୍ସ୍ଟ ତାଙ୍କର କରୁଣା ଦୂ ରଇେ ନାହାନ୍ତି। ଏହାପରେ ନୟମୀ ତାକକ୍ସ୍ଟ କହିଲା, ସେ ହେଉଛନ୍ତି ଆମର ନିକଟ ସଐର୍କୀଯ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ଯରକ୍ସ୍ଟ ଜଣେ ଅଟନ୍ତି।

ରୂତର ବିବରଣ 3:10

ଏହାପରେ ବୋୟଜ କହିଲା, ହେ ୟକ୍ସ୍ଟବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ତୁମ୍ଭେ ମାେ ପ୍ରତି ଅନକେ ଦୟା ଦଖାଇେଛ। ତୁମ୍ଭର ମାେ' ପ୍ରତି ଦୟା ପୂର୍ବରକ୍ସ୍ଟ ନୟମୀକକ୍ସ୍ଟ ଦଖାଇେଥିବା ଦୟାଠାରକ୍ସ୍ଟ ଆହକ୍ସ୍ଟରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ୟକ୍ସ୍ଟବକକକ୍ସ୍ଟ ଠିକ୍ କରି ବିବାହ କରିପାରିଥାନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।

ଦିତୀୟ ଶାମୁୟେଲ 2:6

ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରକାଶ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ଏହି କର୍ମ କରିଥିବାରକ୍ସ୍ଟ ମୁ ମଧ୍ଯ ତୁମ୍ଭମାନଙ୍କୁ ସହେି ଦୟା ପ୍ରଦର୍ଶନ କରିବି।

ଲୂକଲିଖିତ ସୁସମାଚାର 14:25

ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ,

ଏଫିସୀୟଙ୍କ ପ୍ରତି ପତ୍ର 5:22

ହେ ପତ୍ନୀମାନେ ! ତୁମ୍ଭମାନେେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହାଇେଛ, ସପରେି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ।

ଏଫିସୀୟଙ୍କ ପ୍ରତି ପତ୍ର 6:2

କାରଣ ଦଶ ଆଜ୍ଞା ମଧ୍ଯରୁ ଗୋଟିଏ ଆଜ୍ଞା ହେଉଛି, ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।'284 ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ଯ ସଂୟୁକ୍ତ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:18

ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।

କଲସୀୟଙ୍କ ପ୍ରତି ପତ୍ର 3:18

ପତ୍ନୀଗଣ ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ ଅଟେ।

କଲସୀୟଙ୍କ ପ୍ରତି ପତ୍ର 3:24

ମନରେଖ ! ତୁମ୍ଭମାନେେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦଇେଛନ୍ତି, ତାହା ତୁମ୍ଭମାନଙ୍କୁ ଦବେେ। ତୁମ୍ଭମାନେେ ପ୍ରଭୁ ଖ୍ରୀଷ୍ଟଙ୍କ ସବୋ କରୁଛ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:16

ମୁଁ ଜଲେ ରେ ରହିବା ଦ୍ବାରା ସେ ଲଜ୍ଜିତ ହାଇେ ନାହାଁନ୍ତି।

Interlinear

Choose Theme