ଦାଉଦ ମଫୀବୋଶତ୍କକ୍ସ୍ଟ କହିଲେ, ଭୟ କର ନାହିଁ, ମୁ ତକ୍ସ୍ଟମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁ ତୁମ୍ଭକୁ ଦୟା ଦଖାେଉଛି। ମୁ ତୁମ୍ଭକୁ ତକ୍ସ୍ଟମ୍ଭ ଜଜେେ ବାପା ଶାଉଲଙ୍କର ସମସ୍ତ ସଐତ୍ତି ତୁମ୍ଭକୁ ଫରୋଇ ଦବେି। ତୁମ୍ଭେ ମଧ୍ଯ ମାେ ପାଖ ରେ ସବୁଦିନ ଭୋଜନ କରିବ।
Cross references
ସହେି ଲୋକମାନେ ଭୟଭିତ ହାଇେ ଗଲେ ଯେତବେେଳେ ସମାନେେ ଯୋଷଫଙ୍କେ ଗୃହକୁ ଗଲେ। ସମାନେେ କହିଲେ, ଆମ୍ଭମାନଙ୍କୁ ଏଥର ଏଠାକୁ ଅଣା ୟିବାର କାରଣ ହେଉଛ ଗତଥର ଆମ୍ଭମାନେେ ଶସ୍ଯ ଅଖା ସହିତ ସହେି ଟଙ୍କା ନଇେ ୟାଇଥିଲୁ। ଆମ୍ଭ ବିରୁଦ୍ଧ ରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନଇେଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।
କିନ୍ତୁ ଦାସ ଉତ୍ତର ଦେଲେ, ଭୟ କରନାହିଁ। ମାେତେ ବିଶ୍ବାସ କର। ତୁମ୍ଭର ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର ଉପହାର ସ୍ବରୂପ ତୁମ୍ଭ ପଟ ରେ ପୁରା ୟାଇଥିଲା। ମାରେ ମନେ ଅଛି ତୁମ୍ଭେ ସହେି ଟଙ୍କା ଗତ ଥର ମାେତେ ଶସ୍ଯ କିଣିବା ସମୟରେ ଦଇେଥିଲ।
ତା'ର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସମାନେେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭର ଦାସ ହବେୁ।
ବୋୟଜ ତାଙ୍କୁ କହିଲେ, ତୁମ୍ଭେ କିପରି ତକ୍ସ୍ଟମ୍ଭ ଶାଶୂ ନୟମୀକକ୍ସ୍ଟ ସାହାୟ୍ଯ କଲ, ମାେତେ ସେ ବିଷଯ ରେ କକ୍ସ୍ଟହାଗଲା। ମୁ ଜାଣେ ତୁମ୍ଭର ସ୍ବାମୀର ମୃତକ୍ସ୍ଟ୍ଯ ପରେ ତୁମ୍ଭେ କିପରି ତାକକ୍ସ୍ଟ ସାହାୟ୍ଯ କଲ। ଏବଂ ମୁ ଏହା ମଧ୍ଯ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ମାତାପିତାଙ୍କୁ ଛାଡି ପକ୍ସ୍ଟଣି ଯେଉଁମାନଙ୍କୁ ତୁମ୍ଭେ ପର୍ବରକ୍ସ୍ଟ ଜାଣି ନଥିଲ, ସହେିମାନଙ୍କ ସହିତ ରହିବା ପାଇଁ ଆସିଅଛ।
ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭମାନେେ ଯେପରି ନ ମରକ୍ସ୍ଟ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅନକେ ଥର ପାପ କରିଅଛକ୍ସ୍ଟ ଏବଂ ବର୍ତ୍ତମାନ ଆମ୍ଭମାନେେ ରାଜାଙ୍କକ୍ସ୍ଟ ମାଗି ପାପକକ୍ସ୍ଟ ବଢଇେ ଦେଉଛକ୍ସ୍ଟ।
କିନ୍ତୁ ତୁମ୍ଭମାନେେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦଇେ ସଦାପ୍ରଭୁଙ୍କ ସବୋ କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରୁଛନ୍ତି।
ମାେ ପରିବାର ପ୍ରତି ତୁମ୍ଭର ଦୟା ଦଖାଇବୋ ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତୃକକ୍ସ୍ଟ ପୃଥିବୀରକ୍ସ୍ଟ ବିନାଶ କରିବେ।
ତୁମ୍ଭେ ମାେ ମଙ୍ଗେ ରକ୍ସ୍ଟହ, ଭୟ କରନାହିଁ କାରଣ ଯେ ମାେତେ ମାରିବାକକ୍ସ୍ଟ ଗ୍ଭ ହେଁ, ସେ ତୁମ୍ଭକୁ ମଧ୍ଯ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛି। କିନ୍ତୁ ତୁମ୍ଭେ ମାେ ପାଖ ରେ ସକ୍ସ୍ଟରକ୍ଷିତ ରହିବ।
ଦାଉଦ ପଚାରିଲେ, ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁ ସମାନଙ୍କେ ଉପରେ ଦୟା କରିବାକୁ ଗ୍ଭ ହେଁ। ମୁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହକ୍ସ୍ଟଁଛି।
ରାଜା କହିଲେ, ଆଉ ଶାଉଲ ପରିବାରର କହେି ଅଛନ୍ତି କି? ପରମେଶ୍ବରଙ୍କର ଦୟା ସମାନଙ୍କେୁ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି।
ତବେେ ସୀବଃ ରାଜାଙ୍କକ୍ସ୍ଟ କହିଲା, ମୁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକକ୍ସ୍ଟ ମୁ ଅକ୍ଷ ରେ ଅକ୍ଷ ରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହବେ।
ମୁ ତୁମ୍ଭକୁ ତକ୍ସ୍ଟମ୍ଭ ପ୍ରଭକ୍ସ୍ଟର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦଲେି। ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଶାସନ କରିବା ପାଇଁ ମଧ୍ଯ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି। ଯଦି ଏହା ଅଳ୍ପ ହେଲା, ତବେେ ମୁ ତୁମ୍ଭକୁ ଅଧିକ ଦଇେଥାନ୍ତି।
ଆପଣସମାର ଜଲଜଲବାପାଙ୍କର ସମସ୍ତ ପରିବାରକକ୍ସ୍ଟ ହତ୍ଯା କରି ପାରିଥାନ୍ତଲ, କିନ୍ତୁ ଆପଣ ତାହା କଲଲ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକକ୍ସ୍ଟ ନିଜ ମଲଜସରସଭାଜନକାରୀସଲାକମାନଙ୍କ ସଙ୍ଗସର ସ୍ଥାନସଦଲଲ। ଏହିସହତକ୍ସ୍ଟ ଏଲବ ମହାରାଜାଙ୍କ ନିକଟଲର ଆଉ ଆପତ୍ତି କରିବା ପାଇଁସମାର କଲଉଁ ଅଧିକାର ଅଛି?
ରାଜା ମଫୀବୋଶତକକ୍ସ୍ଟ କହିଲଲ, ତୁମ୍ଭର ସମସ୍ଯା ବିଷଯସର ଆଉ କିଛି କକ୍ସ୍ଟହ ନାହିଁ। ମୁ କହକ୍ସ୍ଟଅଛି ତୁମ୍ଲଭ ଓ ସୀବଃସସହି ଭୂମିକକ୍ସ୍ଟ ବାଣ୍ଟି ନିଅ।
ଦାଉଦ ବର୍ସିଲ୍ଲଯକକ୍ସ୍ଟ କହିଲଲ, ତୁମ୍ଲଭସମା ସହିତ ନଦୀ ପାରସହାଇ ଆସ। ମୁ ତୁମ୍ଭକୁ ୟିରକ୍ସ୍ଟଶାଲମସର ଆପଣା ସଙ୍ଲଗ ପ୍ରତିପାଳନ କରିବି।
ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପକ୍ସ୍ଟତ୍ର ମଫୀବୋଶତକକ୍ସ୍ଟ ରାଜା ରକ୍ଷା କଲେ। ଯେ ହତେକ୍ସ୍ଟ ସମାନଙ୍କେ ମଧିଅରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ମଧିଅରେ ସଦାପ୍ରଭୁଙ୍କ ଶପଥ ଥିଲା।
ଗିଲିଯଦୀଯରୁ ବର୍ସିଲ୍ଲଯର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମଜେ ନିକଟରେ ସମାନଙ୍କେ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଯନ କଲା ବେଳେ ସମାନେେ ମାେତେ ସାହାୟ୍ଯ କରିଥିଲେ।
ଇବିଲ-ମରୋଦକ ୟିହୋଯାଖୀନଙ୍କ କାରାଗାର ପୋଷାକ ବଦଳାଇ ଦଇେଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମଜେ ରେ ୟାବଜ୍ଜୀବନ ଭୋଜନ କଲେ।
ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।
ତୁମ୍ଭମାନେେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।
ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶଷେ ସୀମା ପର୍ୟ୍ଯନ୍ତ ଦଖାୟିବେ। ସମାନଙ୍କେ ପାଇଁ ବିଳାପ କରିବାକୁ କହେି ନ ଥିବେ ଓ କବର ଦବୋପାଇଁ ମଧ୍ଯ କହେି ନ ଥିବେ। ସମାନେେ ଭୂଇଁର ଗୋବର ଖତ ହବେେ।
ଆଉ ଯିହାୟୋଦାରଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖ ରେ ଭୋଜନ କଲା।
ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
ସହେି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହାଇଯୋଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡିଗଲା। ସେ ଭୟ ରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା।
ଜିଖରିୟ ସ୍ବର୍ଗଦୂତଙ୍କୁ ଦେଖିବା ମାତ୍ ରେ ବିଚଳିତ ଓ ବହୁତ ଭୟଭୀତ ହେଲେ।
ମରିୟମ ସ୍ବର୍ଗଦୂତଙ୍କ କଥା ଶୁଣି ଉଦବିଗ୍ନ ହାଇଗେଲେ। ତାହାଙ୍କ ଅଭିବାଦନର ଅର୍ଥ କ'ଣ ହାଇପୋ ରେ, ସହେିକଥା ଭାବି ସେ ଚିନ୍ତା ରେ ପଡିଗଲେ।
ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।
ମୁଁ ଜଲେ ରେ ରହିବା ଦ୍ବାରା ସେ ଲଜ୍ଜିତ ହାଇେ ନାହାଁନ୍ତି।
ଦେଖ, ମୁଁ ଏଠା ରେ ଅଛି ଓ ଦ୍ବାର ପାଖ ରେ ଠିଆ ହାଇେ ଆଘାତ କରୁଛି। ଯଦି ଜଣେ ଲୋକ ମାେ ସ୍ବର ଶୁଣେ ଓ ଦ୍ବାର ଫିଟାଏ, ତବେେ ମୁଁ ଭିତରକୁ ଆସି ସହେି ଲୋକ ସହିତ ଖାଇବି। ସେ ଲୋକ ମଧ୍ଯ ମାେ ସହିତ ଖାଦ୍ୟ ଖାଇବ।