Home Bibles ଦିତୀୟ ଶାମୁୟେଲ 10:2 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 10:2 · ଓଡ଼ିଆ ବାଇବେଲ

ଦାଉଦ କହିଲେ, ମୁ ହାନୂନ୍ ପ୍ରତି ବିଶଷେ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମାେ ପ୍ରତି ବହକ୍ସ୍ଟତ ବିଶ୍ବସ୍ତ ଓ ଦୟାବାନ ଥିଲା। ତେଣୁ ତାକକ୍ସ୍ଟ ପିତୃ ଶାେକରୁ ସାନ୍ତ୍ବନା ଦବୋ ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକକ୍ସ୍ଟ ପଠାଇଲେ।

Cross references

ଦିତୀୟ ବିବରଣ 23:3

ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।

ପ୍ରଥମ ଶାମୁୟେଲ 11:1

ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

ପ୍ରଥମ ଶାମୁୟେଲ 22:3

ଦାଉଦ ଅଦକ୍ସ୍ଟଲ୍ଲମ ଛାଡି ମାୟୋବ ଦେଶର ମିସ୍ପୀକକ୍ସ୍ଟ ଗଲେ। ଦାଉଦ ମାୟୋବର ରାଜାଙ୍କକ୍ସ୍ଟ କହିଲେ, ମୁ ଆପଣଙ୍କକ୍ସ୍ଟ ଅନକ୍ସ୍ଟ ରୋଧ କରି କହକ୍ସ୍ଟଛି, ମାରେ ପିତାମାତାଙ୍କୁ ତୁମ୍ଭମାନଙ୍କ ମଧିଅରେ ରହିବାକକ୍ସ୍ଟ ଦିଅ। ପରମେଶ୍ବର ମାେ ଉପରେ କ'ଣ କରିବେ ମାରେ ଜାଣିବା ପର୍ୟ୍ଯନ୍ତ ସମାନଙ୍କେୁ ଏଠା ରେ ରହିବାକକ୍ସ୍ଟ ଦିଅ।

ନିହିମିୟା 4:3

ଏହି ସମୟରେ ଅେମ୍ମାନୀୟ ଟୋବିୟ ତାହା ପାଖ ରେ ଥିଲା, ଆଉ ସେ କହିଲା, ସମାନେେ ଯାହା ଗଢୁଛନ୍ତି, ବିଲୁଆ ଚଢିଗଲେ ସେ ସମାନଙ୍କେ ପଥର ପ୍ରାଚରେୀ ଭାଙ୍ଗି ପକାଇବ।

ନିହିମିୟା 13:1

ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।

Interlinear

Choose Theme