ଫିଲୀମୋନଙ୍କ ପ୍ରତି ପତ୍ର 1:18 · ଓଡ଼ିଆ ବାଇବେଲ
ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ କରିଛି ବା ତା'ର ତୁମକୁ କିଛି ଦବୋକୁ ଅଛି ତବେେ ତାହା ମାେ ଖାତା ରେ ପକାଇ ଦିଅ।
Cross references
ଯିଶାଇୟ 53:4
ମାତ୍ର ସେ ଆମ୍ଭର ଦୁଃଖ ୟାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ଯଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭମାନେେ ତାଙ୍କୁ ପରମେଶ୍ବରଙ୍କ ଦ୍ବାରା ନିର୍ୟ୍ଯାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ।