Home Bibles ଦିତୀୟ ରାଜାବଳୀ 8:6 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 8:6 · ଓଡ଼ିଆ ବାଇବେଲ

ରାଜା ସ୍ତ୍ରୀ ଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀ ଲୋକଟି ସମସ୍ତ କଥା କହିଲା,

Cross references

ଆଦି ପୁସ୍ତକ 37:36

ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।

ଦିତୀୟ ବିବରଣ 22:2

ଯଦି ତା'ର ମାଲିକ ତକ୍ସ୍ଟମ୍ଭଠାରକ୍ସ୍ଟ ଦୂର ରେ ବାସ କରିଥାଏ, କାଅବା ତୁମ୍ଭେ ତା'ର ମାଲିକକକ୍ସ୍ଟ ଜାଣି ନ ଥାଅ, ତବେେ ତାକକ୍ସ୍ଟ ତକ୍ସ୍ଟମ୍ଭ ଗୃହକକ୍ସ୍ଟ ନଇୟୋଅ। ତୁମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ପାଖ ରେ ତା'ର ମାଲିକ ଖାଜେି ଖାଜେି ଆସିବା ପର୍ୟ୍ଯନ୍ତ ରଖିପାରିବ। ଏହାପରେ ତୁମ୍ଭମାନେେ ତା'ର ମାଲିକକକ୍ସ୍ଟ ସମାନଙ୍କେୁ ଫରୋଇ ଦବୋ ଉଚିତ୍।

ବିଚାରକର୍ତାମାନଙ୍କ ବିବରଣ 11:13

ଅମ୍ମାନେୀୟର ରାଜା ୟିଲ୍ଗହଙ୍କର ଦୂତକକ୍ସ୍ଟ କହିଲେ, ଆମ୍ଭମାନେେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରୁଛକ୍ସ୍ଟ କାରଣ ଇଶ୍ରାୟେଲ ଲୋକମାନେ ଅେମ୍ମାନୀୟଙ୍କର ଭୂମିକକ୍ସ୍ଟ ବଳପୂର୍ବକ ଅଧିକାର କରି ନଇେଛନ୍ତି। ଯେତବେେଳେ ସମାନେେ ମିଶରରକ୍ସ୍ଟ ଆସିଲେ। ସମାନେେ ଅର୍ନୋନଠାରକ୍ସ୍ଟ ଯଦ୍ଦୋକ୍ ଓ ୟର୍ଦ୍ଦନ ପର୍ୟ୍ଯନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସହେି ଭୂମିକକ୍ସ୍ଟ ନିର୍ବିଘ୍ନ ରେ ଆମ୍ଭମାନଙ୍କୁ ଫରୋଇ ଦିଅ।

ଦିତୀୟ ଶାମୁୟେଲ 9:7

ଦାଉଦ ମଫୀବୋଶତ୍କକ୍ସ୍ଟ କହିଲେ, ଭୟ କର ନାହିଁ, ମୁ ତକ୍ସ୍ଟମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁ ତୁମ୍ଭକୁ ଦୟା ଦଖାେଉଛି। ମୁ ତୁମ୍ଭକୁ ତକ୍ସ୍ଟମ୍ଭ ଜଜେେ ବାପା ଶାଉଲଙ୍କର ସମସ୍ତ ସଐତ୍ତି ତୁମ୍ଭକୁ ଫରୋଇ ଦବେି। ତୁମ୍ଭେ ମଧ୍ଯ ମାେ ପାଖ ରେ ସବୁଦିନ ଭୋଜନ କରିବ।

ଦିତୀୟ ରାଜାବଳୀ 9:32

ଯହେୂ ଝରକା ଆଡେ ମୁଖ ଉଠାଇ କହିଲେ, କିଏ ମାେ ପକ୍ଷ ରେ ଅଛି?

ପ୍ରଥମ ବଂଶାବଳୀ 28:1

ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।

ହିତୋପଦେଶ 16:7

ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।

ହିତୋପଦେଶ 21:1

କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।

Interlinear

Choose Theme