ଦିତୀୟ ବିବରଣ 22:2 · ଓଡ଼ିଆ ବାଇବେଲ
ଯଦି ତା'ର ମାଲିକ ତକ୍ସ୍ଟମ୍ଭଠାରକ୍ସ୍ଟ ଦୂର ରେ ବାସ କରିଥାଏ, କାଅବା ତୁମ୍ଭେ ତା'ର ମାଲିକକକ୍ସ୍ଟ ଜାଣି ନ ଥାଅ, ତବେେ ତାକକ୍ସ୍ଟ ତକ୍ସ୍ଟମ୍ଭ ଗୃହକକ୍ସ୍ଟ ନଇୟୋଅ। ତୁମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ପାଖ ରେ ତା'ର ମାଲିକ ଖାଜେି ଖାଜେି ଆସିବା ପର୍ୟ୍ଯନ୍ତ ରଖିପାରିବ। ଏହାପରେ ତୁମ୍ଭମାନେେ ତା'ର ମାଲିକକକ୍ସ୍ଟ ସମାନଙ୍କେୁ ଫରୋଇ ଦବୋ ଉଚିତ୍।
Cross references
ମାଥିଉଲିଖିତ ସୁସମାଚାର 7:12
ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:6
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।