Home Bibles ☰ Books ଦିତୀୟ ରାଜାବଳୀ 8:5 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 8:5 · ଓଡ଼ିଆ ବାଇବେଲ

ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗି ହଜେୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫରେି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗି ହଜେୀ କହିଲେ, ହେ ମାରେ ମହାଶୟ ମହାରାଜ! ଏ ହେଉଛି ସହେି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନଃଜୀବିତ କରିଥିଲେ।

Cross references

ରୂତର ବିବରଣ 2:3

ତେଣୁ ଋତ କ୍ଷତକେକ୍ସ୍ଟ ଗଲା। ସେ ଶ୍ରମିକମାନଙ୍କୁ ଅନକ୍ସ୍ଟସରଣ କରି ସମସ୍ତ ଶସ୍ଯ ସାଉଁଟିବାକକ୍ସ୍ଟ ଲାଗିଲା। ଯେଉଁ ସବୁକକ୍ସ୍ଟ ଶ୍ରମିକମାନେ ଛାଡି ୟାଇଥିଲେ, ସହେି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟଜର କ୍ଷତେ ରେ ଘଟିଥିଲା ୟିଏକି ଏଲିମଲକରେ ପରିବାରର ଥିଲା।

ପ୍ରଥମ ଶାମୁୟେଲ 26:17

ଶାଉଲ ଦାଉଦଙ୍କ ସ୍ବର ଜାଣିଥିଲେ। ଶାଉଲ କହିଲେ, ଏହା କ'ଣ ତକ୍ସ୍ଟମ୍ଭ ସ୍ବର ହେ ମାହେର ପକ୍ସ୍ଟତ୍ର ଦାଉଦ?

ପ୍ରଥମ ରାଜାବଳୀ 20:1

ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ଯ ଏକତ୍ରୀତ କଲେ। ପୁଣି ତାଙ୍କର ସଙ୍ଗ ରେ ବତିଶ ଜଣ ରାଜା ଆଉ ଅଶ୍ବଗଣ ଓ ରଥମାନ ସଙ୍ଗ ରେ ଥିଲେ। ପୁଣି ସେ ୟାଇ ଶମରିଯା ଅବରୋଧ କରି ତହିଁ ବିରୁଦ୍ଧ ରେ ୟୁଦ୍ଧ କଲେ।

ଦିତୀୟ ରାଜାବଳୀ 4:35

ତା'ପରେ ଇଲୀଶାୟ ଉଠିପଡି ଗୃହ ମଧିଅରେ ଏଣେ ତଣେେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡିଲେ। ଏଥି ରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖାଲିେଲା।

ଦିତୀୟ ରାଜାବଳୀ 6:12

ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ଯରୁ ଜଣେ କହିଲା, ନା, ସଦାପ୍ରଭୁ, ଆମ୍ଭମାନଙ୍କ ମଧ୍ଯରୁ କହେି ଗୁପ୍ତଚର କାମ କରୁନାହାଁନ୍ତି। ଭବିଷ୍ଯଦ୍ବକ୍ତା ଇଲୀଶାୟ ବହୁତ ଗୋପନାଯ କଥା ଇଶ୍ରାୟେଲ ରାଜାଙ୍କୁ ଜଣାନ୍ତି, ଏପରିକି ଶଯନ ଗୃହ ରେ ଯେଉଁ କଥା କୁହନ୍ତି, ତାହା ମଧ୍ଯ ସେ ରାଜାଙ୍କୁ ଜଣାଏ।

ଦିତୀୟ ରାଜାବଳୀ 6:26

ଥରେ ଇଶ୍ରାୟେଲର ରାଜା ନଗରର ଚତୁପାଶର୍‌ବ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, ହେ ମାରେ ପ୍ରଭୁ, ମହାରାଜ! ବିନଯ କରୁଛି ମାେତେ ସାହାୟ୍ଯ କରନ୍ତୁ।

ଏଷ୍ଟର ବିବରଣ 5:14

ତେଣୁ ତାହାର ସ୍ତ୍ରୀ ସରେଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ,: ପଗ୍ଭଶ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖଯକୁ ତହିଁରେ ଫାଶି ଦବୋ ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହାଇେ ରାଜା ସହିତ ଭୋଜିକୁ ୟାଅ।

ଏଷ୍ଟର ବିବରଣ 6:11

ତେଣୁ ହାମନ୍ ସହେି ବସନ ଓ ଅଶ୍ବନଇେ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ ରେ ବୁଲାଇଲା। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ। ଏହିକଥା ତାହାର ଆଗେ ଆଗେ ଘାଷେଣା କଲା।

ଗୀତସଂହିତା 145:1

ସେ ରାଜନ୍, ମାରେ ପରମେଶ୍ବର, ମୁଁ ତୁମ୍ଭର ପ୍ରଶଂସା କରିବି। ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ଯବାଦ କରିବି।

ହିତୋପଦେଶ 16:9

ମନୁଷ୍ଯର ମନ ଆପଣାର ପଥ ବିଷଯ ରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଚାଲିବାକୁ ନିର୍ଦ୍ଦେଶ କରନ୍ତି।

ଉପଦେଶକ 9:11

ମୁଁ ଫରେି ସୂର୍ୟ୍ଯ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ବାରା ପ୍ରଭାବିତ ହୁଏ।

ମାଥିଉଲିଖିତ ସୁସମାଚାର 10:29

ଗୋଟିଏ ପଇସା ମୂଲ୍ଯ ରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତି ରେ ସେଥିରୁ ଗୋଟିଏ ହେଲେ ମଧ୍ଯ ତଳେ ପଡିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:27

ଫିଲିପ୍ପ ପ୍ରସ୍ତୁତ ହାଇେ ବାହାରିଲେ। ସହେି ରାସ୍ତା ରେ ଜଣେ ନପୁଂସକ ସଙ୍ଗ ରେ ଦଖାେ ହେଲା। ସହେି ନଫୁସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଚ଼ାରୀ ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ଥିଲେ। ନଫୁସକ ଜଣକ ଉପାସନା କରିବା ପାଇଁ ୟିରୂଶାଲମକୁ ଯାଇଥିଲେ।

Interlinear

Choose Theme