Home Bibles ☰ Books ଦିତୀୟ ରାଜାବଳୀ 9:32 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 9:32 · ଓଡ଼ିଆ ବାଇବେଲ

ଯହେୂ ଝରକା ଆଡେ ମୁଖ ଉଠାଇ କହିଲେ, କିଏ ମାେ ପକ୍ଷ ରେ ଅଛି?

Cross references

ଯାତ୍ରା ପୁସ୍ତକ 32:26

ତେଣୁ ମାଶାେ ଛାଉଣୀ ଦ୍ବାରା ଦେଶ ରେ ଛିଡା ହାଇେ କହିଲେ, ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଚାହଁ ସମାନେେ ମାେ ପାଖକୁ ଆସ। ଏବଂ ଏଥି ରେ ଲବେୀ ବଂଶର ସମସ୍ତ ଲୋକ ମାଶାଙ୍କେ ନିକଟକୁ ଦୌଡ଼ିଲେ।

ପ୍ରଥମ ବଂଶାବଳୀ 12:18

ଅମାସଯ ତିରିଶ ବୀରଙ୍କର ନେତା ଥିଲେ। ଏହାପରେ, ଆତ୍ମା ଅମାସଯଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,

ଦିତୀୟ ବଂଶାବଳୀ 11:12

ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ।

ଏଷ୍ଟର ବିବରଣ 1:10

ସପ୍ତମ ଦିନ ରେ ଯେତବେେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ଯଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା ହର୍ବୋଣା, ବିଗଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତଜଣ ନଫୁସକ ଯେଉଁମାନେ ରାଜା ଅକ୍ଷଶ୍ବରେଶଙ୍କ ସବୋ କଲେ।

ଏଷ୍ଟର ବିବରଣ 2:15

ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।

ଏଷ୍ଟର ବିବରଣ 2:21

ସହେି ସମୟରେ, ମର୍ଦ୍ଦଖଯ ରାଜଦ୍ବାର ରେ ବସିବା ବେଳେ ଦ୍ବାରପାଳମାନଙ୍କ ମଧିଅରେ ବିଗ୍ଥନ୍ ଓ ତରେଶ୍ ନାମକ ରାଜାଙ୍କର ଦୁଇ ଜଣ ନଫୁସକ କୋର୍ଧିତ ହାଇେ ଅକ୍ଷଶ୍ବରେଶ ରାଜାକୁ ବଧ କରିବାକୁ ଷଡୟନ୍ତ୍ର କଲେ।

ଗୀତସଂହିତା 94:16

ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମାେତେ ସାହାୟ୍ଯ କରିବ ? ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମାେ ସହିତ ଠିଆ ହବେ ?

ଗୀତସଂହିତା 118:6

ସଦାପ୍ରଭୁ ମାେ ସହିତ ଅଛନ୍ତି। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମାେତେ କ'ଣ କରିପାରିବେ,

ଗୀତସଂହିତା 124:1

ସଦାପ୍ରଭୁ ୟଦି ଆମ୍ଭମାନଙ୍କର ସପକ୍ଷ ହାଇେ ନ ଥାନ୍ତେ ତବେେ ଆମ୍ଭମାନଙ୍କ ପ୍ରତି କ'ଣ ହାଇେଥାନ୍ତା ? ଇଶ୍ରାୟେଲ ଆମ୍ଭମାନଙ୍କୁ ଉତ୍ତର ଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:20

େ ହରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସମାନେେ ଦଳଦଳ ହାଇେ ତାହାଙ୍କୁ ଦେଖିବାକୁ ଆସିଲେ। ସମାନେେ ରାଜାଙ୍କର ବ୍ଯକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାୟ୍ଯ ନେଲେ। ସମାନେେ େ ହରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସମାନଙ୍କେ ଦେଶକୁ ଖାଦ୍ୟ ଆସୁଥିଲା।

Interlinear

Choose Theme