Home Bibles ପ୍ରଥମ ଶାମୁୟେଲ 15:1 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 15:1 · ଓଡ଼ିଆ ବାଇବେଲ

ଥରେ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାେତେ ରାଜପଦ ରେ ତୁମ୍ଭକୁ ଅଭିଷକେ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶକ୍ସ୍ଟଣ।

Cross references

ପ୍ରଥମ ଶାମୁୟେଲ 9:16

ଆସନ୍ତା କାଲି ଠିକ୍ ଏହି ସମୟରେ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଜଣେ ଲୋକ ପଠାଇବି। ସେ ବିନ୍ଯାମୀନୀଯ ବଂଶଧର। ତୁମ୍ଭେ ତାଙ୍କୁ ଇଶ୍ରାୟେଲୀୟମାନଙ୍କ ନେତା ରୂପେ ଅଭିଶିକ୍ତ କରିବ। ଏହି ଲୋକ ଇଶ୍ରାୟେଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରକ୍ସ୍ଟ ରକ୍ଷା କରିବ। କାରଣ ମୁ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖିଛି। ମୁ ସମାନଙ୍କେର କ୍ରନ୍ଦନ ଶକ୍ସ୍ଟଣିଅଛି।

ପ୍ରଥମ ଶାମୁୟେଲ 10:1

ଶାମକ୍ସ୍ଟଯଲେ ଏକ ସ୍ବତନ୍ତ୍ର ତୈଳପାତ୍ର ନଇେ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚକ୍ସ୍ଟମ୍ବନ କରି କହିଲେ, ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହବୋପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସମାନଙ୍କେର ଚତକ୍ସ୍ଟର୍ଦ୍ଦିଗର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହବୋପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ଯତା ପ୍ରତିପାଦନ କରିବ।

ପ୍ରଥମ ଶାମୁୟେଲ 12:14

ବର୍ତ୍ତମାନ ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କୁ ଭୟ କର ଓ ତାଙ୍କୁ ସବୋ କର, ଯବେେ ତୁମ୍ଭମାନେେ ତାଙ୍କର ବାକ୍ଯ ଶକ୍ସ୍ଟଣ, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କ ବିରକ୍ସ୍ଟଦ୍ଧ ରେ ନୟାଅ, ପକ୍ସ୍ଟଣି ତୁମ୍ଭମାନେେ ଓ ତୁମ୍ଭମାନଙ୍କର ଶାସକ ରାଜା, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦ୍ବାରା ରକ୍ଷା ପାଇବ ।

ପ୍ରଥମ ଶାମୁୟେଲ 13:13

ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ନିର୍ବୋଧ କାର୍ୟ୍ଯ କରିଛ। ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ବରଙ୍କ ଆଦେଶ ମାନି କାର୍ୟ୍ଯ କରିଥାନ୍ତ ତବେେ ପରମେଶ୍ବର ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଅନନ୍ତକାଳ ପାଇଁ ଇଶ୍ରାୟେଲର ଶାସନଭାର ସଐାଦନ କରିବାକୁ ଦଇେଥାନ୍ତେ।

ପ୍ରଥମ ଶାମୁୟେଲ 15:16

ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, କହିବା ବନ୍ଦ କର! ସଦାପ୍ରଭୁ ମାେତେ ଗଲା ରାତି ରେ ଯାହା କରିଛନ୍ତି ତାହା ମୁ ତୁମ୍ଭକୁ କହିବି। ଶାଉଲ ଉତ୍ତର ଦେଲେ, ମାେତେ କକ୍ସ୍ଟହ।

ଦିତୀୟ ଶାମୁୟେଲ 23:2

ମାେ ଦ୍ବାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ଓ ତାଙ୍କର ବାକ୍ଯ ମାେ ଜିହ୍ବା ରେ ଥିଲା।

ଦିତୀୟ ରାଜାବଳୀ 7:1

ଇଲୀଶାୟ କହିଲେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, 'କାଲି ପ୍ରାଯ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହବେ। ଜଣେ ବ୍ଯକ୍ତି ଶମରିଯାର ନଗର ଦ୍ବାର ରେ ଏକ ଶକେଲ ରେ ଏକ ଝୁଡିର ସୁନ୍ଦର ମଇଦା ଓ ସହେି ମୂଲ୍ଯ ରେ ଦୁଇ ଝୁଡି ୟବ କିଣିବ।'

ପ୍ରଥମ ବଂଶାବଳୀ 22:12

ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଚାଳିତ କରିପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିଯମର ବାଧ୍ଯ ହାଇପୋରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ।

ଗୀତସଂହିତା 2:10

ଏଣୁ ହେ ରାଜାଗଣ ତୁମ୍ଭେ ବୁଦ୍ଧିମାନ ହୁଅ। ହେ ଶାସକଗଣ ଏହି କଥାକୁ ଶିକ୍ଷା କର।

Interlinear

Choose Theme