ତେଣୁ ଆସନ୍ତାକାଲିଠାରୁ ମୁଁ ମାରେ ଲୋକମାନଙ୍କୁ ତୁମ୍ଭର ଲୋକମାନଙ୍କଠାରୁ ଭିନ୍ନ ଭାବରେ ବ୍ଯବହାର କରିବି ଏବଂ ତାହା ମାରେ ପ୍ରମାଣ ସ୍ବରୂପ ହବେ।'
Cross references
ଇଶ୍ରାୟେଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ୟାଅ। ତୁମ୍ଭମାନେେ ତାଙ୍କୁ କହିବ, 'ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନଯ କରୁଅଛୁ, ତିନିଦିନ ମରୁଭୂମି ମଧ୍ଯକୁ ୟାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।'
ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶ ରେ ଏପରି କରିବାକୁ ଯାଉଛନ୍ତି।'
ତୁମ୍ଭମାନେେ ଯଦି ମାରେ ଲୋକମାନଙ୍କୁ ୟିବାକୁ ନଦିଅ। ତବେେ କାଲି ତୁମ୍ଭ ରାଜ୍ଯ ରେ ପଙ୍ଗପାଳ ଦଳ ଆଣିବି।
ଇଲୀଶାୟ କହିଲେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, 'କାଲି ପ୍ରାଯ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହବେ। ଜଣେ ବ୍ଯକ୍ତି ଶମରିଯାର ନଗର ଦ୍ବାର ରେ ଏକ ଶକେଲ ରେ ଏକ ଝୁଡିର ସୁନ୍ଦର ମଇଦା ଓ ସହେି ମୂଲ୍ଯ ରେ ଦୁଇ ଝୁଡି ୟବ କିଣିବ।'