Home Bibles ଦିତୀୟ ରାଜାବଳୀ 5:13 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 5:13 · ଓଡ଼ିଆ ବାଇବେଲ

କିନ୍ତୁ ନାମାନ୍ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, ହେ ପିତା, ଯଦି ଭବିଷ୍ଯଦ୍ବକ୍ତା କିଛି ବଡ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ'ଣ ତାହା କରି ନଥାନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ 'ସ୍ନାନ କର ଏବଂ ଶୁଚି ହୁଅ।'

Cross references

ଆଦି ପୁସ୍ତକ 41:43

ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।

ପ୍ରଥମ ଶାମୁୟେଲ 9:10

ଏହା ଏକ ଉତ୍ତମ ବକ୍ସ୍ଟଦ୍ଧି। ଗ୍ଭଲ ୟିବା,

ପ୍ରଥମ ଶାମୁୟେଲ 25:14

ୟକ୍ସ୍ଟବକମାନଙ୍କ ମଧ୍ଯରକ୍ସ୍ଟ ଜଣେ ନାବଲର ସ୍ତ୍ରୀ ଅବୀଗଲକକ୍ସ୍ଟ ଜଣାଇ କହିଲା, ଦେଖ, ଦାଉଦ ଆମ୍ଭମାନଙ୍କୁ କର୍ତ୍ତାଙ୍କ ଶକ୍ସ୍ଟଭେଚ୍ଛା ଜଣଇବୋ ନିମନ୍ତେ ମରକ୍ସ୍ଟଭୂମିରକ୍ସ୍ଟ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସମାନଙ୍କେୁ ଖରାପ ଭବିଲେ।

ପ୍ରଥମ ରାଜାବଳୀ 20:23

ବିନ୍ହଦଦ୍ର ଅଧିକାରୀମାନେ ତାଙ୍କୁ କହିଲେ, ଇଶ୍ରାୟେଲର ଦବେତାଗଣ ପର୍ବତଗଣର ଦବେତାଗଣ ଅଟନ୍ତି। ତେଣୁ ଇଶ୍ରାୟେଲୀମାନେ ବିଜଯୀ ହେଲେ। ଆମ୍ଭମାନେେ ପର୍ବତ ରେ ୟୁଦ୍ଧକରି ହାରିଲୁ। ମାତ୍ର ଆମ୍ଭମାନେେ ଯଦି ପଦା ରେ ୟୁଦ୍ଧ କରୁ, ତବେେ ଆମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଶକ୍ତିଶାଳୀ ହବେୁ।

ପ୍ରଥମ ରାଜାବଳୀ 20:31

ତାଙ୍କର ଦାସମାନେ ସମାନଙ୍କେୁ କହିଲ, ଆମ୍ଭେ ଶୁଣିଅଛୁ ଯେ ଇଶ୍ରାୟେଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନଯ କରୁଛୁ, ଆମ୍ଭମାନଙ୍କୁ କଟି ରେ ଅଖା ପିନ୍ଧିବାକୁ ଓ ମୁଣ୍ତ ରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇଶ୍ରାୟେଲ ରାଜାଙ୍କ ନିକଟକୁ ୟିବାକୁ ଦିଅନ୍ତୁ। ହୁଏତ୍ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେେ।

ଦିତୀୟ ରାଜାବଳୀ 2:12

ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!

ଦିତୀୟ ରାଜାବଳୀ 5:3

ଅନନ୍ତର ସହେି ବାଳିକା ନିଜର କର୍ତ୍ତାକୁ କହିଲା, ମୁଁ ଆଶା କରୁଛି ମାରେ ମହାଶୟ ନାମାନ୍ ଯଦି ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିଯା ରେ ବାସ କରୁଛନ୍ତି। ସେ ନିଶ୍ଚଯ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।

ଦିତୀୟ ରାଜାବଳୀ 5:10

ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।

ଦିତୀୟ ରାଜାବଳୀ 6:21

ଇଶ୍ରାୟେଲର ରାଜା ଅରାମୀଯମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, ହେ ମାରେ ପିତା! ମୁଁ କ'ଣ ଏମାନଙ୍କୁ ବଧ କରିବି? ମୁଁ କ'ଣ ଏମାନଙ୍କୁ ବଧ କରିବି?

ଦିତୀୟ ରାଜାବଳୀ 8:9

ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?

ଦିତୀୟ ରାଜାବଳୀ 13:14

ଇଲୀଶାୟ ପୀଡିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ଯୁ ବରଣ କଲେ। ଇଶ୍ରାୟେଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ ପାଇଁ ଏହା ସମୟ କି?

ଆୟୁବ ପୁସ୍ତକ 32:8

କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।

ଗୀତସଂହିତା 51:2

ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।

ଗୀତସଂହିତା 51:7

ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।

ଯିଶାଇୟ 1:16

ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।

ଯିରିମିୟ 38:7

କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।

ମଲାଖୀ 1:6

ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।

ମାଥିଉଲିଖିତ ସୁସମାଚାର 23:9

ଏ ସଂସାର ରେ କାହାରିକୁ 'ପରମପିତା' ବୋଲି ସମ୍ ବୋଧନ କରନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ବର୍ଗ ରେ ରହୁଛନ୍ତି।

ଯୋହନଲିଖିତ ସୁସମାଚାର 13:8

ପିତର କହିଲେ, ନା, ଆପଣ ମାେ ପାଦ କବେେ ଧୋଇବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:16

ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:21

ପରମେଶ୍ବର ଆପଣା ଜ୍ଞାନ ରେ ଏହା ଚାହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳ ରେ ପରମେଶ୍ବରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଚାରକୁ ଜଗତ ମୂର୍ଖତା ବୋଲି କୁ ହେ, ସହେି ବାର୍ତ୍ତା ଯେଉଁମାନେ ବିଶ୍ବାସ କରୁଛନ୍ତି, ତଦ୍ଦ୍ବାରା ସମାନଙ୍କେୁ ଉଦ୍ଧାର କରିବାକୁ ଇଚ୍ଛାକଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:27

କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:15

ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନକେ ପିତା ନାହାଁନ୍ତି, ସୁସମାଚାର ଦ୍ବାରା ଖ୍ରୀଷ୍ଟଯୀଶୁଙ୍କ ସକାେଶ ମୁଁ ତୁମ୍ଭମାନଙ୍କର ପିତା ହାଇେଛି।

ଏଫିସୀୟଙ୍କ ପ୍ରତି ପତ୍ର 5:26

ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।

ତୀତସଙ୍କ ପ୍ରତି ପତ୍ର 3:5

ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।

ଏବ୍ରୀ 10:22

ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।

ପିତରଙ୍କ ପ୍ରଥମ ପତ୍ 3:21

ସହେି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁହେଁ। ମାତ୍ର ବାପ୍ତସ୍ମ ହେଉଛି, ପରମେଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ ହାଇେଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14

ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।

Interlinear

Choose Theme