Home Bibles ଦିତୀୟ ରାଜାବଳୀ 5:3 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 5:3 · ଓଡ଼ିଆ ବାଇବେଲ

ଅନନ୍ତର ସହେି ବାଳିକା ନିଜର କର୍ତ୍ତାକୁ କହିଲା, ମୁଁ ଆଶା କରୁଛି ମାରେ ମହାଶୟ ନାମାନ୍ ଯଦି ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିଯା ରେ ବାସ କରୁଛନ୍ତି। ସେ ନିଶ୍ଚଯ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।

Cross references

ଗଣନା ପୁସ୍ତକ 11:29

ମାଶାେ ଉତ୍ତର ଦେଲେ, ତୁମ୍ଭେ ମାେ ସକାଶୁ କ'ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ଯଦ୍ବାଣୀ କରିବା ପାଇଁ ସମାନଙ୍କେ ଉପରେ ଆପଣା ଆତ୍ମା ଦିଅନ୍ତୁ।

ଦିତୀୟ ରାଜାବଳୀ 5:8

ଏହାପରେ ପରମେଶ୍ବରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇଶ୍ରାୟେଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମାେ ନିକଟକୁ ଆସୁ, ତାହା ହେଲେ ଇଶ୍ରାୟେଲ ରେ ଭବିଷ୍ଯଦ୍ବକ୍ତା ଅଛନ୍ତି, ସେ ଜାଣିବ।

ମାଥିଉଲିଖିତ ସୁସମାଚାର 8:2

ସମାନଙ୍କେ ଭିତରୁ ଜଣେ କୁଷ୍ଠ ରୋଗୀ ଆସି ଯୀଶୁଙ୍କ ଆଗ ରେ ଆଣ୍ଠୁ ମାଡି ବସି ପଡି କହିଲା, ପ୍ରଭୁ, ଆପଣ ଚାହିଁଲେ ମାେତେ ଭଲ କରିଦଇେ ପାରିବେ।

ମାଥିଉଲିଖିତ ସୁସମାଚାର 11:5

ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।

ଲୂକଲିଖିତ ସୁସମାଚାର 17:12

ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:29

ପାଉଲ ଉତ୍ତର ଦେଲେ, ପରମେଶ୍ବର କରନ୍ତୁ, ଶୀଘ୍ର ବା ବିଳମ୍ବ ରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମାେ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମାେ ପରି ହୁଅନ୍ତୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:8

ତୁମ୍ଭମାନେେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ଯକୀୟ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତୁମ୍ଭେ ନିଜକୁ ଧନ୍ଯ ବୋଲି ମନେ କରୁଛ। ତୁମ୍ଭମାନେେ ଆମ୍ଭ ବିନା ରାଜା ହାଇେ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭମାନେେ ପ୍ରକୃତ ରେ ରାଜା ହାଇେଥିଲେ ଭଲ ହାଇେଥାନ୍ତା। ତା' ହେଲେ ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ସହିତ ରାଜତ୍ବ କରିଥାଆନ୍ତୁ।

Interlinear

Choose Theme