Home Bibles ☰ Books ପ୍ରଥମ ଶାମୁୟେଲ 25:14 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 25:14 · ଓଡ଼ିଆ ବାଇବେଲ

ୟକ୍ସ୍ଟବକମାନଙ୍କ ମଧ୍ଯରକ୍ସ୍ଟ ଜଣେ ନାବଲର ସ୍ତ୍ରୀ ଅବୀଗଲକକ୍ସ୍ଟ ଜଣାଇ କହିଲା, ଦେଖ, ଦାଉଦ ଆମ୍ଭମାନଙ୍କୁ କର୍ତ୍ତାଙ୍କ ଶକ୍ସ୍ଟଭେଚ୍ଛା ଜଣଇବୋ ନିମନ୍ତେ ମରକ୍ସ୍ଟଭୂମିରକ୍ସ୍ଟ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସମାନଙ୍କେୁ ଖରାପ ଭବିଲେ।

Cross references

ପ୍ରଥମ ଶାମୁୟେଲ 13:10

ଶାଉଲ ବଳି କାର୍ୟ୍ଯ ସମାଲ୍ଗ କରିବା ମାତ୍ରକେ ଶାମକ୍ସ୍ଟଯଲେ ସଠାେରେ ପହନ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।

ମାର୍କଲିଖିତ ସୁସମାଚାର 15:29

ଯୀଶୁଙ୍କ ପାଖ ଦଇେ ଚାଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିିଲେ। ସମାନେେ ମୁଣ୍ଡ ହଲଇେ ହଲଇେ କହୁଥିଲେ, ଆ ରେ ବାଃ, ତୁ ସହେି ଲୋକ, ୟିଏ ମନ୍ଦିରକୁ ଭାଙ୍ଗି ଦଇେ ତିନି ଦିନ ମଧିଅରେ ତାହା ପୁଣି ତିଆରି କରି ଦବେୁ ବୋଲି କହୁଥିଲୁ।

Interlinear

Choose Theme