Home Bibles ☰ Books ଗୀତସଂହିତା 51:2 · ଓଡ଼ିଆ ବାଇବେଲ
ଗୀତସଂହିତା 51:2 · ଓଡ଼ିଆ ବାଇବେଲ

ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।

Cross references

ଲେବୀୟ ପୁସ୍ତକ 13:58

ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ଯକୁ ଧୋଇଲାପରେ ସହେି ଦାଗ ଚାଲିୟାଏ, ତବେେ ତାହା ଦ୍ବିତୀୟ ଥର ଧୂଆୟିବ ଓ ତହିଁରେ ତାହା ଶୁଚି ହବେ।

ଦିତୀୟ ଶାମୁୟେଲ 11:4

ଦାଉଦ ବତ୍ଶବୋକକ୍ସ୍ଟ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତବେେଳେ ସେ ଆସିଲେ। ସହେି ସ୍ତ୍ରୀ ସହିତ ଶଯନ କଲେ। ସେ ସମୟରେ ସହେି ସ୍ତ୍ରୀ ଲୋକଟି ଋତକ୍ସ୍ଟସ୍ନାନ କରିଥିଲା। ତେଣୁ ସେ ନିଜର ଗୃହକକ୍ସ୍ଟ ଫରେିଗଲା।

ଦିତୀୟ ଶାମୁୟେଲ 12:1

ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

ଗୀତସଂହିତା 19:12

କହେି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତଣେୁ ମାେତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।

ଗୀତସଂହିତା 51:7

ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।

ଯିଶାଇୟ 1:16

ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।

ଯିରିମିୟ 4:14

ହେ ୟିରୁଶାଲମ ନିବାସୀଗଣ ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦଯରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦଯକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧିଅରେ ସ୍ଥାନ ଦିଅ ନାହିଁ।

ଯିହିଜିକଲ 36:25

ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।

ଯିଖରିୟ 13:1

ମାତ୍ର ସେତବେେଳେ, ଏକ ନିର୍ଝର ଦାଉଦର ପରିବାର ଓ ୟିରୁଶାଲମ ନିବାସୀ ପାଇଁ ଖାେଲା ହବେ। ସହେି ଝରଣା ସମାନଙ୍କେର ପାପସବୁ ଓ ଅପବିତ୍ରତାକୁ ଧୋଇଦବେ।

ଯୋହନଲିଖିତ ସୁସମାଚାର 13:9

ଶିମାନେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ତୁମେ ମାରେ ପାଦ ଧୋଇବା ପରେ ମାରେ ହାତ ଓ ମୁଣ୍ଡ ମଧ୍ଯ ଧୋଇ ଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:16

ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:11

ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।

Interlinear

Choose Theme