ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।
Cross references
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତକୁ ତୁମ୍ଭର ଛାତି ରେ ରଖ।
ଏହାପରେ ମାଶାେ ତାଙ୍କର ଶ୍ବଶୁର ୟିଥ୍ରୋଙ୍କ ନିକଟକୁ ଫରେିଗଲେ। ମାଶାେ ୟିଥ୍ରୋଙ୍କୁ କହିଲେ, ଦୟାକରି ମାେତେ ମିଶରକୁ ୟିବାକୁ ଦିଅ। ମୁଁ ମାରେ ଲୋକମାନଙ୍କୁ ଦେଖିବା ପାଇଁ ଚାହୁଁଛି ଏବଂ ଜାଣିବା ପାଇଁ ଚାହୁଁଛି, ସମାନେେ ବର୍ତ୍ତମାନ କିପରି ଅଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଜୀବିତ ଅଛନ୍ତି କି ନାହିଁ?
ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ଯକୁ ଧୋଇଲାପରେ ସହେି ଦାଗ ଚାଲିୟାଏ, ତବେେ ତାହା ଦ୍ବିତୀୟ ଥର ଧୂଆୟିବ ଓ ତହିଁରେ ତାହା ଶୁଚି ହବେ।
ପୁଣି ଯାଜକ ସହେି କୁଷ୍ଠ ରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନଇେ କ୍ଷେତ୍ରଆଡେ ଛାଡିଦବେ।
ତା'ପରେ ଯାଜକ ସହେି ବାମ ହସ୍ତର ପାପୁଲିସ୍ଥିତ ତୈଳ ରେ ଆପଣା ଦକ୍ଷିଣ ଆଙ୍ଗୁଳି ବୁଡାଇ ଅଙ୍ଗୁଳି ଦ୍ବାରା ସହେି ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।
ତା'ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନଇେ ହତ୍ଯା କରିବ ଓ ସହେି ପକ୍ଷୀର ରକ୍ତ, ସହେି ଜଳ ସୋର୍ତ ରେ ବୁଡାଇବ ଓ ସହେି ଘ ରେ ସାତଥର ଛିଞ୍ଚିବ।
ତହୁଁ ସେ ଗୋବତ୍ସର କିଚି ରକ୍ତ ନଇେ ପାପାଚ୍ଛଦନର ପୂର୍ବଆଡେ ଅଙ୍ଗୁଳି ରେ ଛିଞ୍ଚିବ। ପୁଣି ପାପାଚ୍ଛଦନ ସମ୍ମୁଖ ରେ ଅଙ୍ଗୁଳି ଦ୍ବାରା ସାତଥର ସହେି ରକ୍ତ ଛିଞ୍ଚିବ।
ତା'ପରେ ସେ ରକ୍ତରୁ କିଛି ନଇେ ଅଙ୍ଗୁଳି ଦ୍ବାରା ସାତଥର ଛିଞ୍ଚି ଅଶୁଚି ବଦେୀକୁ ଶୁଦ୍ଧ କରିବ ଓ ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚରୁ ତାହା ଶୁଚି କରିବ।
ଯାଜକ ଇଲିଯାସର ଆପଣା ଅଙ୍ଗୁଳି ଦ୍ବାରା ତାହାର ରକ୍ତରୁ ନଇେ ପବିତ୍ର ତମ୍ବୁ ସମ୍ମିଖ ରେ ସାତଥର ଛିଞ୍ଚିବେ।
ତତ୍ପରେ ସହେି ଶୁଚିମନ୍ତ ଲୋକ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ସହେି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନ ରେ ସହେି ବ୍ଯକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ଯା ସମୟରେ ସେ ଶୁଚି ହବେ।
ସାତାଟେି ମଷେଶିଙ୍ଗା ସହିତ ସାତଜଣ ଯାଜକ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖକକ୍ସ୍ଟ ଯିବେ। ଆଉ ସଲ୍ଗମ ଦିନ ରେ ତୁମ୍ଭମାନେେ ସାତଥର ନଗର ପ୍ରଦକ୍ଷିଣ କରବା ଉଚିତ୍ ଓ ଯାଜକମାନେ ମଷେର ଶିଙ୍ଗା ବଜାଇବା ଉଚିତ୍।
ଏବଂ ସାତଜଣ ଜାବକ ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେ ଶିଙ୍ଗା ରେ ତିଆରି ତୂରୀ ବଜାଇ ବଜାଇ ଚାଲିଲେ। ସଶସ୍ତ୍ର ସୈନିକମାନେ ମଧ୍ଯ ସମାନଙ୍କେ ଆଗ ରେ ଚାଲିଲେ। ପଛପଟର ପ୍ରହାରୀମାନେ ପବିତ୍ର ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ଏହିପରି ଭାବରେ ସମାନେେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ।
ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ୟାଇ ଲବଣକୁ ଜଳ ରେ ପକାଇଲେ ଓ କହିଲେ, ସଦାପ୍ରଭୁ ଏହି କଥା କୁହନ୍ତି, 'ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ଯୁର କାରଣ ହବେ ନାହିଁ କିଅବା ଜମି ରେ ଅଙ୍ଗୁର ବଢାଇବାର ବାଧକ ହବେନାହିଁ।'
ତା'ପରେ ଇଲୀଶାୟ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଉପତ୍ୟକା ରେ ଗାତମାନ ଖୋଳ।
ତା'ପରେ ଇଲୀଶାୟ ଉଠିପଡି ଗୃହ ମଧିଅରେ ଏଣେ ତଣେେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡିଲେ। ଏଥି ରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖାଲିେଲା।
ମାତ୍ର ଇଲୀଶାୟ କ ହେଲ, କିଛି ମଇଦା ଆଣ। ସମାନେେ କିଛି ମଇଦା ଆଣିଲେ ଓ ଇଲୀଶାୟ ସହେି ପାତ୍ର ରେ ପକାଇଲେ। ତା'ପରେ ସେ କହିଲେ, ଲୋକମାନଙ୍କୁ ପରସ, ବର୍ତ୍ତମାନ ସମାନେେ ଖାଇପାରନ୍ତି।
ତେଣୁ ନାମାନ୍ ପରମେଶ୍ବରଙ୍କ ଲୋକର ବାକ୍ଯାନୁସା ରେ ଗଲେ ଓ ୟର୍ଦ୍ଦନ ନଦୀ ରେ ନିଜକୁ ସାତଥର ବୁଡାଇଲେ। ଏଥି ରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ଯ କୋମଳ ହେଲା।
ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।
ଏହାର କାରଣ, ଜଣେ ସ୍ବର୍ଗଦୂତ ବେଳବେଳେ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତବେେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହାଇେ ଯାଉଥିଲା।
ଯୀଶୁ ତାହାଙ୍କୁ କହିଲେ, ଯାଅ, ଶିଲୋହ ପୋଖରୀ ରେ ଧୋଇ ଦିଅ। (ଶିଲୋହ ପଦର ଅର୍ଥ 'ପ୍ ରରେିତ ା') ତା'ପରେ ସେ ଅନ୍ଧ ଲୋକଟି ପୋଖରୀ ରେ ଧୋଇ ହାଇେ ଆସିଲା। ସେ ବର୍ତ୍ତମାନ ଦେଖିପାରୁଥିଲା।
ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।