Home Bibles ଲେବୀୟ ପୁସ୍ତକ 14:16 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:16 · ଓଡ଼ିଆ ବାଇବେଲ

ତା'ପରେ ଯାଜକ ସହେି ବାମ ହସ୍ତର ପାପୁଲିସ୍ଥିତ ତୈଳ ରେ ଆପଣା ଦକ୍ଷିଣ ଆଙ୍ଗୁଳି ବୁଡାଇ ଅଙ୍ଗୁଳି ଦ୍ବାରା ସହେି ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।

Cross references

ଲେବୀୟ ପୁସ୍ତକ 4:6

ତା'ପରେ ସେ ଯାଜକ ସହେି ରକ୍ତ ରେ ନିଜର ଆଙ୍ଗୁଠି ବୁଡାଇ ସଦାପ୍ରଭୁଙ୍କ ଛାମୁ ରେ ମହାପବିତ୍ର ସ୍ଥାନର ବିଚ୍ଛଦେ ବସ୍ତ୍ର ଆଗ ରେ ସାତ ଥର ଛିଞ୍ଚିବ।

ଲେବୀୟ ପୁସ୍ତକ 4:17

ପୁଣି ଯାଜକ ସହେି ରକ୍ତ ରେ ଆପଣା ଆଙ୍ଗୁଳି ବୁଡାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ବିଚ୍ଛଦେ ବସ୍ତ୍ର ଆଗ ରେ ସାତଥର ଛିଞ୍ଚିବ।

ଲେବୀୟ ପୁସ୍ତକ 8:11

ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।

ଲୂକଲିଖିତ ସୁସମାଚାର 17:18

ସୁସ୍ଥ ହାଇେ ସାରିବା ପରେ ପୁଣି ଫରେି ଆସି ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇବା ପାଇଁ କ'ଣ ଏହି ଶମିରୋଣୀୟ ଜଣକ କବଳେ ଥିଲା?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:31

ଅତଏବ, ଯେତବେେଳେ ତୁମ୍ଭମାନେେ ଖାଅ, ପିଅ ବା ଅନ୍ୟ ଯାହା କିଛି କର, ପରମେଶ୍ବରଙ୍କ ମହିମା ପାଇଁ କରିବା ଉଚିତ୍।

Interlinear

Choose Theme