Home Bibles ଗଣନା ପୁସ୍ତକ 19:4 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 19:4 · ଓଡ଼ିଆ ବାଇବେଲ

ଯାଜକ ଇଲିଯାସର ଆପଣା ଅଙ୍ଗୁଳି ଦ୍ବାରା ତାହାର ରକ୍ତରୁ ନଇେ ପବିତ୍ର ତମ୍ବୁ ସମ୍ମିଖ ରେ ସାତଥର ଛିଞ୍ଚିବେ।

Cross references

ଲେବୀୟ ପୁସ୍ତକ 4:6

ତା'ପରେ ସେ ଯାଜକ ସହେି ରକ୍ତ ରେ ନିଜର ଆଙ୍ଗୁଠି ବୁଡାଇ ସଦାପ୍ରଭୁଙ୍କ ଛାମୁ ରେ ମହାପବିତ୍ର ସ୍ଥାନର ବିଚ୍ଛଦେ ବସ୍ତ୍ର ଆଗ ରେ ସାତ ଥର ଛିଞ୍ଚିବ।

ଲେବୀୟ ପୁସ୍ତକ 4:17

ପୁଣି ଯାଜକ ସହେି ରକ୍ତ ରେ ଆପଣା ଆଙ୍ଗୁଳି ବୁଡାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ବିଚ୍ଛଦେ ବସ୍ତ୍ର ଆଗ ରେ ସାତଥର ଛିଞ୍ଚିବ।

ଲେବୀୟ ପୁସ୍ତକ 16:14

ତହୁଁ ସେ ଗୋବତ୍ସର କିଚି ରକ୍ତ ନଇେ ପାପାଚ୍ଛଦନର ପୂର୍ବଆଡେ ଅଙ୍ଗୁଳି ରେ ଛିଞ୍ଚିବ। ପୁଣି ପାପାଚ୍ଛଦନ ସମ୍ମୁଖ ରେ ଅଙ୍ଗୁଳି ଦ୍ବାରା ସାତଥର ସହେି ରକ୍ତ ଛିଞ୍ଚିବ।

ଲେବୀୟ ପୁସ୍ତକ 16:19

ତା'ପରେ ସେ ରକ୍ତରୁ କିଛି ନଇେ ଅଙ୍ଗୁଳି ଦ୍ବାରା ସାତଥର ଛିଞ୍ଚି ଅଶୁଚି ବଦେୀକୁ ଶୁଦ୍ଧ କରିବ ଓ ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚରୁ ତାହା ଶୁଚି କରିବ।

ଏବ୍ରୀ 9:13

ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।

ଏବ୍ରୀ 12:24

ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।

ପିତରଙ୍କ ପ୍ରଥମ ପତ୍ 1:2

ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।

Interlinear

Choose Theme