Home Bibles ଯିହୋଶୂୟ 6:13 · ଓଡ଼ିଆ ବାଇବେଲ
ଯିହୋଶୂୟ 6:13 · ଓଡ଼ିଆ ବାଇବେଲ

ଏବଂ ସାତଜଣ ଜାବକ ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେ ଶିଙ୍ଗା ରେ ତିଆରି ତୂରୀ ବଜାଇ ବଜାଇ ଚାଲିଲେ। ସଶସ୍ତ୍ର ସୈନିକମାନେ ମଧ୍ଯ ସମାନଙ୍କେ ଆଗ ରେ ଚାଲିଲେ। ପଛପଟର ପ୍ରହାରୀମାନେ ପବିତ୍ର ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ଏହିପରି ଭାବରେ ସମାନେେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ।

Cross references

ପ୍ରଥମ ବଂଶାବଳୀ 15:26

ପରମେଶ୍ବର ନିଯମସିନ୍ଦୁକ ବହିନଇେ ଯାଉଥିବା ଲବେୀୟମାନଙ୍କୁ ସାହାୟ୍ଯ କଲେ। ସମାନେେ ସାତ ଗୋଟି ବଳଦ ଓ ସାତାଟେି ମେଣ୍ଢାକୁ ଉତ୍ସର୍ଗ କଲେ।

ମାଥିଉଲିଖିତ ସୁସମାଚାର 24:13

କିନ୍ତୁ ଯେଉଁ ଲୋକ ଶଷେ ପର୍ୟ୍ଯନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ।

ଗାଲାତୀୟଙ୍କ ପ୍ରତି ପତ୍ର 6:9

ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।

Interlinear

Choose Theme