Home Bibles ଦିତୀୟ ରାଜାବଳୀ 5:9 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 5:9 · ଓଡ଼ିଆ ବାଇବେଲ

ତେଣୁ ନାମାନ୍ ନିଜର ଅଶ୍ବ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ବାର ନିକଟରେ ଠିଆ ହେଲେ।

Cross references

ଦିତୀୟ ରାଜାବଳୀ 3:12

ତହୁଁ ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କ ବାକ୍ଯ ତାଙ୍କ ପାଖ ରେ ଅଛି।

ଦିତୀୟ ରାଜାବଳୀ 6:32

ରାଜା ଗୋଟିଏ ଦୂତ ଇଲିଶାଯଙ୍କ ନିକଟକୁ ପଠାଇଲେ। ଇଲୀଶାୟ େସତବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘ ରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସହେି ପ୍ରାଚୀନବର୍ଗଙ୍କୁ କହିଲେ, ଏଠାକୁ ଦେଖ, ଏହି ନରହତ୍ଯାକାରୀର ପୁତ୍ର ମାରେ ମୁଣ୍ତ ଛଦନେ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ବାର ବନ୍ଦ କର ଓ ତାକୁ ଗୃହ ରେ ପ୍ରବେଶ ନ କରାଇ ଦବୋପାଇଁ ଦ୍ବାରକୁ ଦୃଢ ଭାବରେ ଧର। ମୁଁ ଶୁଣେ ତା' ପ୍ରଭୁର ପଦଶଦ୍ଦ ତା'ର ପଛ ରେ?

ଯିଶାଇୟ 60:14

ଯେଉଁମାନେ ତୁମ୍ଭକୁ କଷ୍ଟ ଦଇେଥିଲେ ସମାନଙ୍କେର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହବେେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସମାନେେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସମାନେେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇଶ୍ରାୟେଲର ଧର୍ମସ୍ବରୂପଙ୍କର ସିୟୋନ ବୋଲି ସମ୍ ବୋଧନ କରିବେ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 16:29

ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ବୀପ ଆଣିବାପାଇଁ ଆଦେଶ ଦଇେ ଦୌଡ଼ି ଆସି ଭୟ ରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:37

କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, ସମାନେେ ଆମ୍ଭକୁ ବିନା ବିଚ଼ାର ରେ ଜନସାଧାରଣଙ୍କ ସାମନା ରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାର ରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସମାନେେ ଆମ୍ଭକୁ ଗୋପନ ରେ ଛାଡ଼ି ଦବୋପାଇଁ କହୁଛନ୍ତି? ଏହା ଆଦୌ ହାଇପୋରିବ ନାହିଁ। ତେଣୁ ସମାନେେ ନିଜେ ଆସି ବିଚ଼ାରକର୍ତ୍ତାମାନଙ୍କୁ କହିଲେ।

Interlinear

Choose Theme