Home Bibles ଦିତୀୟ ରାଜାବଳୀ 4:27 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 4:27 · ଓଡ଼ିଆ ବାଇବେଲ

ଅନନ୍ତର ସେ ପରମେଶ୍ବରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡିଲା। ଏଥି ରେ ଗି ହଜେୀ ତାକୁ ଟାଣିବାରୁ ପରମେଶ୍ବରଙ୍କ ଲୋକ କହିଲେ, ତାହାକୁ ଛାଡିଦିଅ। କାରଣ ତା'ର ପ୍ରାଣ ଶାେକାକୁଳ। ମାତ୍ର ସଦାପ୍ରଭୁ ମାେତେ ଜାଣାଇଲେ ନାହିଁ କ'ଣ ବାଳକ ପ୍ରତି ଘଟିଅଛି। ସେ ଏହା ମାଠାରୁେ ଗୋପନ ରଖିଲେ।

Cross references

ଆଦି ପୁସ୍ତକ 18:17

ସଦାପ୍ରଭୁ ନିଜକୁ ନିଜେ କହିଲେ, ମୁଁ ଯାହା କରିବାକୁ ଉଦ୍ଯତ ଅଟେ, ତାହା କଣ ଅବ୍ରହାମକୁ କହିବି?

ପ୍ରଥମ ଶାମୁୟେଲ 1:10

ହାନ୍ନା ଭାରି ଦକ୍ସ୍ଟଃଖିନି ଥିଲେ। ସେ ଯେତବେେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ, ସେ ବହକ୍ସ୍ଟତ କାନ୍ଦକ୍ସ୍ଟଥିଲେ।

ଦିତୀୟ ଶାମୁୟେଲ 7:3

ନାଥନ ରାଜା ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭର ଯାହା ଇଛା ତାହା କର, କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ସହିତ ଅଛନ୍ତି।

ଦିତୀୟ ରାଜାବଳୀ 4:25

ଏହିରୂପେ ସେ କର୍ମିଲ ପର୍ବତ ରେ ପହଞ୍ଚି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।

ଦିତୀୟ ରାଜାବଳୀ 6:12

ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ଯରୁ ଜଣେ କହିଲା, ନା, ସଦାପ୍ରଭୁ, ଆମ୍ଭମାନଙ୍କ ମଧ୍ଯରୁ କହେି ଗୁପ୍ତଚର କାମ କରୁନାହାଁନ୍ତି। ଭବିଷ୍ଯଦ୍ବକ୍ତା ଇଲୀଶାୟ ବହୁତ ଗୋପନାଯ କଥା ଇଶ୍ରାୟେଲ ରାଜାଙ୍କୁ ଜଣାନ୍ତି, ଏପରିକି ଶଯନ ଗୃହ ରେ ଯେଉଁ କଥା କୁହନ୍ତି, ତାହା ମଧ୍ଯ ସେ ରାଜାଙ୍କୁ ଜଣାଏ।

ଆୟୁବ ପୁସ୍ତକ 10:1

ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।

ହିତୋପଦେଶ 14:10

ଯଦି ଜଣେ ଲୋକ ଦୁଃଖ କରେ, ତା'ର ଅନ୍ତରର ବଦନୋ ଅନ୍ୟ କହେି ଜାଣନ୍ତି ନାହିଁ। ସହେିପରି ଜଣେ ଲୋକ ଆନନ୍ଦ ପାଇଲେ ତା'ର ଆନନ୍ଦ ଅନ୍ୟ କହେି ଅନୁଭବ କରିପା ରେ ନାହିଁ।

ହିତୋପଦେଶ 18:14

ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।

ଆମୋଷ 3:7

ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।

ମାଥିଉଲିଖିତ ସୁସମାଚାର 15:23

ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।

ମାଥିଉଲିଖିତ ସୁସମାଚାର 20:31

ଲୋକେ ସମାନଙ୍କେୁ ଧମକ ଦଇେ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।

ମାଥିଉଲିଖିତ ସୁସମାଚାର 28:9

ହଠାତ୍ ସମାନେେ ଦେଖିଲେ, ଯୀଶୁ ତାହାଙ୍କ ଆଗ ରେ ଠିଆ ହାଇେଛନ୍ତି। ସେ କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ! ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ।

ମାର୍କଲିଖିତ ସୁସମାଚାର 10:13

ପୁଣି ଲୋକମାନେ ଯୀଶୁଙ୍କୁ ପାଖକୁ ସମାନଙ୍କେର େଛାଟ େଛାଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦଇେ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ବାରଣ କଲେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ।

ମାର୍କଲିଖିତ ସୁସମାଚାର 14:6

ଯୀଶୁ କହିଲେ, ସହେି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡିଦିଅ। ସେ ମାେ ପାଇଁ ଗୋଟିଏ ବହୁତ ଭଲ କାମ କରିଛି।

ଲୂକଲିଖିତ ସୁସମାଚାର 7:38

ସେ ଯୀଶୁଙ୍କ ପଛଆଡେ ଗୋଡ ପାଖ ରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହ ରେ ଧୋଇ ଦଲୋ। ନିଜ ମୁଣ୍ଡର ବାଳ ରେ ଯୀଶୁଙ୍କ ପାଦ ପୋଛି ଦଲୋ। ତାହାଙ୍କ ପାଦ ରେ ବହୁବାର ଚୁମ୍ବନ ଦଲୋ ଓ ପାଦ ଉପରେ ଅତର ଢାଳି ଦଲୋ।

ଯୋହନଲିଖିତ ସୁସମାଚାର 4:27

ସହେି ସମୟରେ ଯୀଶୁଙ୍କର ଶିଷ୍ଯମାନେ ନଗରରୁ ଫରେିଲେ। ସମାନେେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହବୋ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। କିନ୍ତୁ କହେି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଲେ ନାହିଁ, ତୁମ୍ଭେ କ'ଣ ଚାହଁ? କିମ୍ବା ତୁମ୍ଭେ କାହିଁକି ତା ସହିତ କଥାବାର୍ତ୍ତା ହେଉଛ?

ଯୋହନଲିଖିତ ସୁସମାଚାର 12:4

ଈଷ୍କାରିଯୋଥ ୟିହୂଦା ସଠାେରେ ଥିଲା। ୟିହୂଦା ଯୀଶୁଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ ଥିଲେ। ( ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ୟିହୂଦା ମରିୟମଙ୍କ ଏହି କାର୍ୟ୍ଯ ପସନ୍ଦ କଲେ ନାହିଁ। ସେ କହିଲେ,

ଯୋହନଲିଖିତ ସୁସମାଚାର 15:15

ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସବେକ ବୋଲି କହୁନାହିଁ। ଜଣେ ସବେକ,ତାର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହା ସବୁ ଶୁଣିଛି ତାହା କହିଛି।

Interlinear

Choose Theme