Home Bibles ☰ Books ପ୍ରଥମ ଶାମୁୟେଲ 1:10 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 1:10 · ଓଡ଼ିଆ ବାଇବେଲ

ହାନ୍ନା ଭାରି ଦକ୍ସ୍ଟଃଖିନି ଥିଲେ। ସେ ଯେତବେେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ, ସେ ବହକ୍ସ୍ଟତ କାନ୍ଦକ୍ସ୍ଟଥିଲେ।

Cross references

ଆଦି ପୁସ୍ତକ 30:1

ରାହେଲ ଦେଖିଲା ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲୟୋ ପ୍ରତି ଇର୍ଷାନିତ୍ବ ହେଲା। ତେଣୁ ରାହେଲ ଯାକୁବକୁ କହିଲା, ମାେତେ ପିଲା ଦିଅ ନେ ହେଲେ ମୁଁ ମରିବି।

ଆଦି ପୁସ୍ତକ 50:10

ଏହାପରେ ସମାନେେ ୟର୍ଦ୍ଦନପାରସ୍ଥ ଆଟଦର ଖଳା ରେ ଉପସ୍ଥିତ ହୁଅନ୍ତେ ସଠାେରେ ମହାବିଳାପ କରି ରୋଦନ କଲେ। ସମାନେେ ସଠାେରେ ଯୋଷଫଙ୍କେ ପିତାଙ୍କ ପାଇଁ ସାତଦିନ ଶାେକ କଲେ।

ବିଚାରକର୍ତାମାନଙ୍କ ବିବରଣ 21:2

ଇଶ୍ରାୟେଲର ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଏବଂ ସଠାେରେ ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ବସି ରହିଲେ। ସମାନେେ ସଠାେରେ ସଦାପ୍ରଭୁଙ୍କ ଆଗ ରେ କରୁଣ ଭାବରେ ଜାରେ ରେ ରୋଦନ କଲେ।

ରୂତର ବିବରଣ 1:20

କିନ୍ତୁ ବନୟମୀ ସହେି ଲୋକମାନଙ୍କୁ କହିଲେ, ମାେତେ ନୟମୀ ବୋଲି ଡାକ ନାହିଁ, ମାେତେ ମାରା ବୋଲି ଡାକ। ଯହେିତକ୍ସ୍ଟ ସର୍ବଶକ୍ତିମାନ ପରମେଶ୍ବର ମାରେ ଜୀବନକକ୍ସ୍ଟ ଦକ୍ସ୍ଟଃଖପୂର୍ଣ କରିଅଛନ୍ତି।

ଦିତୀୟ ଶାମୁୟେଲ 13:36

ଏହା କହି ସାରିବାପରେ ରାଜକକ୍ସ୍ଟମାରଗଣ ଆସି ସଠାେରେ ପହଁଞ୍ଚି ଗଲେ ଏବଂ ସମାନେେ କ୍ରନ୍ଦନ କରୁଥିଲେ। ଦାଉଦ ଏବଂ ତାଙ୍କର ଦାସୀମାନେ ମଧ୍ଯ କାନ୍ଦିବାକକ୍ସ୍ଟ ଲାଗିଲେ ଓ ଚିତ୍କାର କରି କାନ୍ଦିଲେ।

ଦିତୀୟ ଶାମୁୟେଲ 17:8

ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।

ଦିତୀୟ ରାଜାବଳୀ 20:3

ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।

ଆୟୁବ ପୁସ୍ତକ 7:11

ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।

ଆୟୁବ ପୁସ୍ତକ 9:18

ପରମେଶ୍ବର ମାେତେ ପୁନର୍ବାର ନିଶ୍ବାସ ନବୋକୁ ଦବେେ ନାହିଁ, କିନ୍ତୁ ଅଧିକ କଷ୍ଟ ଦବେେ।

ଆୟୁବ ପୁସ୍ତକ 10:1

ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।

ଗୀତସଂହିତା 50:15

ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

Interlinear

Choose Theme