ଏହିରୂପେ ସେ କର୍ମିଲ ପର୍ବତ ରେ ପହଞ୍ଚି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।
Cross references
ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇଶ୍ରାୟେଲକୁ କର୍ମିଲ ପର୍ବତ ରେ ଦଖାେ କରିବାକୁ କୁହ। ବାଲ୍ ଦବେତାର 450 ଭବିଷ୍ଯଦ୍ବକ୍ତା ଓ ଅଶରୋ ବଦେୀର 400 ଭବିଷ୍ଯଦ୍ବକ୍ତାଙ୍କୁ ସହେି ପର୍ବତ ରେ ଦଖାେ କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷବଲରେ ମଜେ ରେ ଭୋଜନ କରନ୍ତି ଏବଂ ସମାନଙ୍କେୁ ପର୍ବତକୁ ଆଣ।
ତେଣୁ ରାଜା ଆହାବ୍ ଭୋଜନ ନିମନ୍ତେ ଗଲେ। ଏଲିଯ କର୍ମିଲ ପର୍ବତର ଉପରକୁ ଚଢି଼ଲେ ଆଶା ରେ ପଡିଲେ ଏବଂ ଆପଣା ଆଣ୍ଠୁ ମଧିଅରେ ମୁଣ୍ତ ରଖିଲେ।
ଅନନ୍ତର ଅହସିଯ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯଙ୍କ ନିକଟକୁ ପଠାଇଲେ। ଅଧିନାଯକ ଉପରକୁ ୟାଇ ଏଲିଯଙ୍କୁ ମିଶିଲେ ୟିଏ ପର୍ବତ ଉପରେ ବସିଥିଲେ ଓ କହିଲେ, ହେ ପରମେଶ୍ବରଙ୍କ ଲୋକ, ଦୟାକରି 'ତଳକୁ ଆସ।' କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।
ଏହାପରେ ଇଲୀଶାୟ ବୈଥଲରେୁ କର୍ମିଲ ପର୍ବତକୁ ଓ ସଠାରୁେ ଶମରିଯାକୁ ଗଲେ।
କିନ୍ତୁ ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ଦାସ ଗି ହଜେୀ କହିଲା, ଦେଖ, ମାରେ ପ୍ରଭୁ ଇଲୀଶାୟ ଏହି ଅରାମୀଯ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ମୁଁ ଶପଥ କରୁଛି, ଏହା ପେଛ ପେଛ ୟାଇ ତାହାଠାରୁ କିଛି ନବେି।
ସହେି ସମୟରେ ରାଜା ପରମେଶ୍ବରଙ୍କ ଲୋକଙ୍କର ଦାସ ଗି ହଜେୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗି ହଜେୀକୁ କହିଲେ, ମୁଁ ବିନଯ କରୁଛି, ଇଲୀଶାୟ ଯେଉଁ ମହାନ୍ କାର୍ୟ୍ଯମାନ କରିଛନ୍ତି ମାେତେ ଜଣାଅ।
ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।