ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, ବର୍ତ୍ତମାନ ସହେି ସ୍ତ୍ରୀ ଲୋକକୁ ଏହା କୁହ, ' ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନଇେ ସବୋ କରିଛ। ଆମ୍ଭମାନେେ ତୁମ୍ଭ ପାଇଁ କ'ଣ କରି ପାରିବୁ? ରାଜା କିମ୍ବା ସନୋପତିଙ୍କ ନିକଟରେ ତୁମ୍ଭ ସପକ୍ଷ ରେ କିଛି କହିବାକୁ ଇଚ୍ଛା କରୁଛ କି?'
Cross references
କବଳେ ମାରେ ୟୁବକମାନେ ଯାହା ଭୋଜନ କରି ଅଛନ୍ତି ତାହା ନବେି। ପୁଣି ମାହେର ଯେଉଁ ସହାୟକଗଣ ସଙ୍ଗ ରେ ୟାଇଥିଲେ ସମାନେେ ଅର୍ଥାତ୍ ଆନରେ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ଯ ଗ୍ରହଣ କରନ୍ତୁ।
ସହେି ସମୟରେ ଯେତବେେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସହେି ଦେଶ ରେ ଦକ୍ସ୍ଟର୍ଭିକ୍ଷ ପଡିଥିଲା। ତେଣୁ ଏଲିମଲକେ ନାମକ ଜଣେ ଲୋକ ୟିହକ୍ସ୍ଟଦାସ୍ଥିତ ନିଜର ଗୃହ ବୈଥ୍ଲହେମ୍କକ୍ସ୍ଟ ପରିତ୍ଯାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ର ସହିତ ମାୟୋବ ଦେଶ ରେ ବାସ କରିବାକୁ ଗଲା।
ପକ୍ସ୍ଟଣି ତୁମ୍ଲଭ ୟାଅ ଅମାସାକକ୍ସ୍ଟ କକ୍ସ୍ଟହ, 'ତୁମ୍ଲଭସହଉଛସମାର ପରିବାର ଅଂଶ ସଦସ୍ଯ, ଯଦି ମୁସଯାୟାବଙ୍କ ସ୍ଥାନସର ତୁମ୍ଭକୁସସନାପତି ନ କଲର ପରଲମଶ୍ବରସମାଲତ ଦଣ୍ତସଦଲବ।'
ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।
ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।
ତଥାପି ଜଣେ ବୀଣାବାଦକକୁ ଆଣ।
ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସହେି ସ୍ତ୍ରୀକୁ କହିଲେ, ତୁମ୍ଭେ ଓ ତୁମ୍ଭର ପରିବାର ୟାଇ ଅନ୍ୟ ଦେଶ ରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶ ରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତବର୍ଷ ପାଇଁ ଏହି ଦେଶ ରେ ରହିବ।
ପୁଣି ସାତବର୍ଷ ସମାପ୍ତି ପରେ ସେ ସ୍ତ୍ରୀ ଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫରେି ଆସିଲା।
ସହେି ୟୁବା ଉପସ୍ଥିତ ହାଇେ ସନୋପତିମାନେ ବସିଥିବାର ଦେଖିଲେ। ତହୁଁ ୟୁବକ କହିଲେ, ହେ ସନୋପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।
ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।
ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।
ସେ ସମାନଙ୍କେୁ କହିଲେ, ଯାତ୍ରା ସମୟରେ ସାଙ୍ଗ ରେ କୌଣସି ପଦାର୍ଥ ନବେ ନାହିଁ। ଠେଙ୍ଗା, ଝୁଲା, ଖାଦ୍ୟ, ଟଙ୍କା ପଇସା କିମ୍ବା ଅଧିକ ଲୁଗାପଟା କିଛି ହେଲେ ନବେ ନାହିଁ। କବଳେ ପାନ୍ଧିଥିବା ଲୁଗା ଛଡା ଅନ୍ୟ କିଛି ନବେ ନାହିଁ।
ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ବରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କ ଠା ରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସଗେୁଡିକ ଦ୍ବାରା ତାହାଙ୍କୁ ସାହାୟ୍ଯ କର। ସେ ମାେତେ ଓ ଅନ୍ୟ ଅନକେ ଲୋକଙ୍କୁ ବହୁତ ସାହାୟ୍ଯ କରିଛନ୍ତି।
ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି।
ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।
ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠାେର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠା ରେ ତୁମ୍ଭକୁ ନତେୃତ୍ବ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସମାନଙ୍କେୁ ସମ୍ମାନ ଦବୋ ପାଇଁ ଆମ୍ଭେ ନିବଦନେ କରୁଛୁ।
ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।
ମୁଁ ଜଲେ ରେ ରହିବା ଦ୍ବାରା ସେ ଲଜ୍ଜିତ ହାଇେ ନାହାଁନ୍ତି।
ପରମେଶ୍ବର ହେଉଛନ୍ତି ନ୍ଯାଯୀ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଚାଲିଛ, ଏକଥା ସେ ମନେ ରଖିବେ।
ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :