Home Bibles ଦିତୀୟ ଶାମୁୟେଲ 19:32 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:32 · ଓଡ଼ିଆ ବାଇବେଲ

ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।

Cross references

ଆଦି ପୁସ୍ତକ 5:27

ମଥୁଶଲହେ ମାଟେ 969 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।

ଆଦି ପୁସ୍ତକ 9:29

ଏହି ପରି ନୋହ ମାଟେ ରେ 950 ବର୍ଷ ବଞ୍ଚିଲେ। ଏହାପରେ ମୃତ୍ଯୁବରଣ କଲେ।

ଆଦି ପୁସ୍ତକ 25:7

ଅବ୍ରହାମ 175 ବର୍ଷ ବଞ୍ଚିଲେ।

ଆଦି ପୁସ୍ତକ 47:28

ଯାକୁବ ମିଶର ଦେଶ ରେ ସତର ବର୍ଷ କାଳକ୍ଷପେଣ କଲେ ଏବଂ ତାଙ୍କର ପରମାଯୁ 147 ବର୍ଷ ଥିଲା।

ଆଦି ପୁସ୍ତକ 50:26

ଏହି ପ୍ରକାର ରେ ଯୋଷଫେ 110 ବଯସ ରେ ମଲେ। ସମାନେେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶର ରେ ଏକ ସିନ୍ଦୁକ ମଧିଅରେ ରଖିଲେ।

ଦିତୀୟ ବିବରଣ 34:7

ମାଶାେ ଯେତବେେଳେ ମୃତକ୍ସ୍ଟ୍ଯ ବରଣ କଲେ, ସେତବେେଳେ ତାଙ୍କୁ 120 ବର୍ଷ ବଯସ ହାଇେଥିଲା। ସେ ସେତବେେଳେ ତାଙ୍କର ଶକ୍ତି ହରାଇ ନଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।

ପ୍ରଥମ ଶାମୁୟେଲ 25:2

ମାଯୋନ ରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3,000 ମେଣ୍ତା ଏବଂ 1,000 ଛଳେି ଥିଲା। ସେ ଲୋକ ଜଣକ କର୍ମୀଲକକ୍ସ୍ଟ ମେଣ୍ତାମାନଙ୍କର ଲୋମ କାଟିବାକକ୍ସ୍ଟ ୟାଇଥିଲା।

ଦିତୀୟ ଶାମୁୟେଲ 17:27

ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।

ଦିତୀୟ ରାଜାବଳୀ 15:20

ପୁଣି ମନେ ହେମ୍ ଏହି ଟଙ୍କା ଇଶ୍ରାୟେଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାଯ କଲେ। ପ୍ରେତ୍ୟକକ ଧନଶାଳୀ ଲୋକଠାରୁ ପଗ୍ଭଶ ଶକେଲ ଲଖାଏଁେ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇଶ୍ରାୟେଲ ପରିତ୍ଯାଗ କଲେ ଓ ନିଜ ଦେଶକୁ ଫରେିଗଲେ।

ଆୟୁବ ପୁସ୍ତକ 1:3

ଆୟୁବ 7 ,000 ମେଣ୍ଢା, 3 ,000 ଓଟ, 1 ,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନକେ ଗୁଡ଼ିଏ ଭୃତ୍ଯ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧିଅରେ ସବୁଠାରୁ ବେଶୀ ଧନୀ ଥିଲା।

ଗୀତସଂହିତା 90:3

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ ଏବଂ ପରିଶଷେରେ ତୁମ୍ଭେ ସମାନଙ୍କେୁ ଧୂଳିରେ ପରିଣତ କରିଛ।

ହିତୋପଦେଶ 16:31

ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।

ମାଥିଉଲିଖିତ ସୁସମାଚାର 25:17

ସହେିଭଳି ଯେଉଁ ଚ଼ାକରଟି ଦୁଇ ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ମଧ୍ଯ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଆଉ ଦୁଇ ତୋଡ଼ା ରୂପା ଟଙ୍କା ଲାଭ କଲା।

Interlinear

Choose Theme