Home Bibles ଦିତୀୟ ରାଜାବଳୀ 4:14 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 4:14 · ଓଡ଼ିଆ ବାଇବେଲ

ଇଲୀଶାୟ ଗି ହଜେୀକୁ କହିଲେ, ତବେେ ତା' ପାଇଁ କ'ଣ କରାୟିବ?

Cross references

ଆଦି ପୁସ୍ତକ 15:2

କିନ୍ତୁ ଅବ୍ରାମ କହିଲେ, ସଦାପ୍ରଭୁ ପରମେଶ୍ବର, ମାେତେ ପୁରସ୍କାର ଦଇେ କଣ ଭଲ ହବେ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମସକରେ ମାରେ ମୁଖ୍ଯ ସବେକ ଇଲିଯଜେର ମାରେ ସମ୍ପତ୍ତି ଅଧିକାର କରିବ।

ଆଦି ପୁସ୍ତକ 17:17

ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?

ଆଦି ପୁସ୍ତକ 18:10

ତହୁଁ ସେ କହିଲେ, ବସନ୍ତ ସମୟରେ ଆମ୍ଭେ ପୁନ୍ନରାଯ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦବେ।

ଆଦି ପୁସ୍ତକ 25:21

ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।

ଆଦି ପୁସ୍ତକ 30:1

ରାହେଲ ଦେଖିଲା ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲୟୋ ପ୍ରତି ଇର୍ଷାନିତ୍ବ ହେଲା। ତେଣୁ ରାହେଲ ଯାକୁବକୁ କହିଲା, ମାେତେ ପିଲା ଦିଅ ନେ ହେଲେ ମୁଁ ମରିବି।

ବିଚାରକର୍ତାମାନଙ୍କ ବିବରଣ 13:2

ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।

ପ୍ରଥମ ଶାମୁୟେଲ 1:2

ଇଲ୍କାନାର ଦକ୍ସ୍ଟଇଟି ସ୍ତ୍ରୀ ଥିଲେ, ଜଣଙ୍କର ନାମଥିଲା ହାନ୍ନା ଓ ଅନ୍ୟ ଜଣଙ୍କର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।

ପ୍ରଥମ ଶାମୁୟେଲ 1:8

ତା'ର ସ୍ବାମୀ ଇଲକାନା ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ କାହିଁକି କାନ୍ଦକ୍ସ୍ଟଛ? ତୁମ୍ଭେ କାହିଁକି କିଛି ଖାଉନାହଁ? ତୁମ୍ଭେ କାହିଁକି ଦକ୍ସ୍ଟଃଖିତ। ମୁ ତୁମ୍ଭର ସ୍ବାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁ ତକ୍ସ୍ଟମ୍ଭ ପାଇଁ ତୁମ୍ଭର ଦଶ ଜଣ ପକ୍ସ୍ଟତ୍ର ପାଇବା ସକ୍ଷମ।

ଲୂକଲିଖିତ ସୁସମାଚାର 1:7

କିନ୍ତୁ ସମାନଙ୍କେର କୌଣସି ସନ୍ତାନସନ୍ତତି ନଥିଲେ। ଏଲୀଶାବେଥ ବନ୍ଧ୍ଯା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢା ବୁଢୀ ହାଇେ ଯାଇଥିଲେ।

Interlinear

Choose Theme