ଦିତୀୟ ରାଜାବଳୀ 9:5 · ଓଡ଼ିଆ ବାଇବେଲ
ସହେି ୟୁବା ଉପସ୍ଥିତ ହାଇେ ସନୋପତିମାନେ ବସିଥିବାର ଦେଖିଲେ। ତହୁଁ ୟୁବକ କହିଲେ, ହେ ସନୋପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।
Cross references
ବିଚାରକର୍ତାମାନଙ୍କ ବିବରଣ 3:19
ଏହୂଦ୍ ଜାଣିଲେ ଏବଂ ପକ୍ସ୍ଟର୍ତ୍ତୀ ନିକଟ ଗିଲଗଲସ୍ଥକକ୍ସ୍ଟ ଗଲେ, ତା'ପରେ ସେ ଫରେି ଆସି ରାଜାଙ୍କକ୍ସ୍ଟ ଭଟେି ଏହୂଦ୍ କହିଲେ, ମୁ ଆପଣାଙ୍କ ପାଇଁ ଏକ ଗକ୍ସ୍ଟଲ୍ଗ ଖବର ଆଣିଛି।
ଦିତୀୟ ରାଜାବଳୀ 9:2
ତୁମ୍ଭେ ସଠାେରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର, ୟିହୋଶାଫଟଙ୍କ ପୁତ୍ର ଯହେୂଙ୍କର ଅନ୍ବଷେଣ କର। ତା'ପରେ କୋଠରୀ ଭିତରକୁ ୟାଇ ତାଙ୍କର ଭାଇମାନଙ୍କ ମଧ୍ଯରୁ ତାଙ୍କୁ ଉଠାଇ ଏକ ଭିତର କଠାେରୀକୁ ନଇୟୋଅ।