ପୁଣି ସେ ନିଜର ଦାସ ଗି ହଜେୀକୁ କହିଲେ, ସହେି ଶୁନମେୀୟା ସ୍ତ୍ରୀକୁ ଡାକ।
Cross references
ତା'ପରେ ଏଲିଯ ତାଙ୍କର ସବେକକୁ କହିଲେ, ସମୁଦ୍ର ଆଡକୁ ଅନାଅ।
ଯେତବେେଳେ ଏଲିଯ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସବେକ ସହିତ ଯିହୁଦାର ବରେଶବୋକୁ ଗ୍ଭଲିଗଲେ ଓ ତାକୁ ସେ ସଠାେରେ ଛାଡିଲେ।
ମାତ୍ର ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?
ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।
କିନ୍ତୁ ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ଦାସ ଗି ହଜେୀ କହିଲା, ଦେଖ, ମାରେ ପ୍ରଭୁ ଇଲୀଶାୟ ଏହି ଅରାମୀଯ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ମୁଁ ଶପଥ କରୁଛି, ଏହା ପେଛ ପେଛ ୟାଇ ତାହାଠାରୁ କିଛି ନବେି।
ସହେି ସମୟରେ ରାଜା ପରମେଶ୍ବରଙ୍କ ଲୋକଙ୍କର ଦାସ ଗି ହଜେୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗି ହଜେୀକୁ କହିଲେ, ମୁଁ ବିନଯ କରୁଛି, ଇଲୀଶାୟ ଯେଉଁ ମହାନ୍ କାର୍ୟ୍ଯମାନ କରିଛନ୍ତି ମାେତେ ଜଣାଅ।
ସମାନେେ ସାଲାମି ନଗର ରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ବରଙ୍କର ବାକ୍ଯ ପ୍ରଚ଼ାର କଲେ। ଯୋହନ ମାର୍କ ମଧ୍ଯ ସମାନଙ୍କେୁ ସାହାୟ୍ଯ କରୁଥିଲେ।