ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।
Cross references
ତହିଁରେ ସମାନେେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ଯଭିଚାର କରୁଅଛନ୍ତି, ସମାନଙ୍କେ ଉଦ୍ଦେଶ୍ଯ ରେ ଆଉ ବଳିଦାନ କରିବେ ନାହିଁ। ଏହା ସମାନଙ୍କେର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।
ତୁମ୍ଭେ ଏକଥା ସ୍ମରଣ କର ଯେ ଆମ୍ଭମାନେେ ମିଶର ରେ କିପରି ଥିଲକ୍ସ୍ଟ, ତୁମ୍ଭେ ଏକଥା ସ୍ମରଣ କର, ଆମ୍ଭେ କିପରି ଭାବରେ ବହକ୍ସ୍ଟ ଦେଶ ଅତିକ୍ରାନ୍ତ କରି ଆସିଲକ୍ସ୍ଟ।
ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ଯ ଶକ୍ସ୍ଟଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକା ରେ ସବୋ କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶର ରେ ଥିବା ବେଳେ ସବୋ କରୁଥିବା ଦବେତାଗଣଙ୍କକ୍ସ୍ଟ ଫରାତ୍ ନଦୀର ଅପର ପାଶର୍ବକକ୍ସ୍ଟ ଫିଙ୍ଗିଦିଅ। ଏବଂ ବିନା ଦିହକ୍ସ୍ଟଦା ରେ ଏହି ସଦାପ୍ରଭୁଙ୍କୁ ସବୋ କର।
କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।
ଏବଂ ତୁମ୍ଭର ସବୁ ଘୃଣ୍ଯ ଓ ବ୍ଯଭିଚାର କାର୍ୟ୍ଯ କଲା ବେଳେ ଆପଣା ୟୌବନାବସ୍ଥା ରେ ସହେି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତ ରେ କିପରି ଛଟପଟ ହେଉଛିଲା ତାହା ସ୍ମରଣ କଲ ନାହିଁ।
ଏବଂ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖୁଥିବା ଘୃଣ୍ଯ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀଯମାନଙ୍କ ମୂର୍ତ୍ତି ଦ୍ବାରା ତୁମ୍ଭମାନେେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟେ।
କିନ୍ତୁ ସମାନେେ ମାରେ ବିରୁଦ୍ଧାଚରଣ କଲେ ଓ ମାେ କଥା ଶୁଣିଲେ ନାହିଁ। ସମାନେେ ପ୍ରେତ୍ୟକକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ଯ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀଯ ପ୍ରତିମାମାନଙ୍କୁ ପରିତ୍ଯାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧିଅରେ ସମାନଙ୍କେୁ ଧ୍ବଂସ କରିବାକୁ ସମାନଙ୍କେ ପ୍ରତିକୂଳ ରେ ଆପଣା କୋପ ଢ଼ାଳିଲି।
ଆଉ ସେ ମିଶରଠାରୁ ତା'ର ପ୍ ରମେ ବୃତ୍ତି ତ୍ଯାଗ କରି ନ ଥିଲା। କାରଣ ୟୌବନ କାଳରୁ ମିଶର ତା' ସହିତ ପ୍ ରମେ କରିଥିଲା। ସମାନେେ ତାହାର କୌମାର୍ୟ୍ଯକାଳୀନ କୁଚାଗ୍ର ଟିପିଲେ ଓ ତା' ସହିତ ଅତିଶଯ ପ୍ ରମେ କଲେ।
ସେ ଅଧିକରୁ ଅଧିକ ତା'ର ବେଶ୍ଯାବୃତ୍ତି ବଢ଼ାଇ ଚାଲିଲା। ୟୌବନ କାଳ ରେ ମିଶର ଦେଶ ରେ ଯେଉଁ ବେଶ୍ଯାକର୍ମ କରିଥିଲା ତାହାକୁ ସ୍ମରଣ କରି ସେ ବ୍ଯଭିଚାରିତା ବୃଦ୍ଧି କଲା।
ହେ ଅହଲୀବା, ତୁମ୍ଭେ ୟୌବନ କାଳ ରେ ମିଶରୀଯମାନଙ୍କ ଦ୍ବାରା ଯେପରି ତୁମ୍ଭର କୁଚାଗ୍ରକୁ ମର୍ଦ୍ଦନ କରାଉଥିଲ, ସହେି ପ୍ରକାର ଲମ୍ଫଟତାକୁ ସ୍ମରଣ କରୁଛ।
ତୁମ୍ଭେ ସହେି ପାତ୍ରରୁ ସମସ୍ତ ବିଷ ନିଗାଡ଼ି ପାନ କରିବ ଏବଂ ସହେି ପାତ୍ରକୁ ଫିଙ୍ଗି ଖଣ୍ଡ ବିଖଣ୍ଡିତ କରିବ। ତୁମ୍ଭ ୟନ୍ତ୍ରଣା ତୁମ୍ଭର ସ୍ତନକୁ ବିଦୀର୍ଣ୍ଣ କରିବ। କାରଣ ମୁଁ ପ୍ରଭୁ ସଦାପ୍ରଭୁ ଏହା କହୁଅଛି।
ସଠାେ ରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦବୋ। ଆମ୍ଭେ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା ଦବୋ। ତା'ପ ରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।