ମୁ ଜାଣେ ମାରେ ମୃତକ୍ସ୍ଟ୍ଯ ପରେ ତୁମ୍ଭମାନେେ ଅତିଶଯ ଦକ୍ସ୍ଟର୍ନୀତିଗ୍ରସ୍ଥ ହବେ। ତୁମ୍ଭମାନେେ ମାରେ ନିର୍ଦ୍ଦେଶୀତ ପଥରକ୍ସ୍ଟ ବିଚକ୍ସ୍ଟ୍ଯତ ହବେ। ଭବିଷ୍ଯତ ରେ ତୁମ୍ଭମାନଙ୍କ ପାଇଁ ବହକ୍ସ୍ଟତ ଅମଙ୍ଗଳ ହବେ। କାରଣ ତୁମ୍ଭମାନେେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟି ରେ ମନ୍ଦ। ତୁମ୍ଭମାନେେ ଦକ୍ସ୍ଟଷ୍କର୍ମ କରି ତାଙ୍କୁ କୋର୍ଧାନ୍ବିତ କରିବ।
Cross references
ଏହାପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡ଼କାଇଲେ। ସେ କହିଲେ, ହେ ମାରେ ପୁତ୍ରଗଣ, ମାେ ନିକଟକୁ ଆସ। ଭବିଷ୍ଯତ କଥା ମୁଁ ତୁମ୍ଭକୁ କହିବି।
ସହେି ସମୟରେ, ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ୟାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସମାନେେ ଘାରେ ପାପ କରିଛନ୍ତି।
ତୁମ୍ଭମାନେେ ଯଦି ଆମ୍ଭର ବାକ୍ଯ ରେ ମନୋୟୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତବେେ ଏହି ସବୁ ଅଘଟଣମାନ ଘଟିବ।
ଯେତବେେଳେ ତୁମ୍ଭମାନେେ ବିପଦ ରେ ପଡିବ ଓ ଏହି ସମସ୍ତ ତୁମ୍ଭମାନଙ୍କର ଉପରେ ଘଟିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିକଟକକ୍ସ୍ଟ ଫରେିବ ଓ ତାଙ୍କର ସମସ୍ତ ଅନକ୍ସ୍ଟଶାସନ ମାନିବ।
କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।
ଏଥିପାଇଁ ତୁମ୍ଭେ ସାବଧାନ ହବେ। ସହେି ଦେଶୀଯ ଲୋକମାନଙ୍କ ଦବେତାଗଣର ପଶ୍ଚାଦ୍ ଗାମୀ ହାଇେ ସବୋ କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରକ୍ସ୍ଟ ଯାହାର ହୃଦଯ ବିମକ୍ସ୍ଟଖ ହକ୍ସ୍ଟଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯମେନ୍ତ ତୁମ୍ଭମାନଙ୍କ ମଧିଅରେ ନ ରହେ, ଯମେନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧିଅରେ ନରହେ।
ସମାନେେ ତାଙ୍କ ଉଦ୍ଦେଶ୍ଯ ରେ ଭ୍ରଷ୍ଟାଚରଣ କରିଅଛନ୍ତି। ସମାନେେ ତାଙ୍କର ସନ୍ତାନ ନକ୍ସ୍ଟହଁନ୍ତି। ମାତ୍ର ସନ୍ତାନମାନଙ୍କର କଳଙ୍କ, ସମାନେେ ବିପଥଗାମୀ ଓ କକ୍ସ୍ଟଟିଳ ବଂଶ।
କିନ୍ତୁ ଏହାପରେ ପ୍ରେତ୍ୟକକ ବିଗ୍ଭରକର୍ତ୍ତାଙ୍କ ମୃତକ୍ସ୍ଟ୍ଯପରେ, ଇଶ୍ରାୟେଲର ଲୋକମାନେ ପକ୍ସ୍ଟଣିଥରେ ଦକ୍ସ୍ଟର୍ନୀତିଗ୍ରସ୍ଥ ହେଲେ। ସମାନେେ ସମାନଙ୍କେର ପୂର୍ବପୁରୁଷଙ୍କଠାରକ୍ସ୍ଟ ଅତି ମନ୍ଦ ବ୍ଯବହାର କଲେ। ସମାନେେ ମିଥ୍ଯାବାଦୀ ଦବେତାଙ୍କୁ ଅନକ୍ସ୍ଟସରଣ କଲେ ଓ ପୂଜା ଆରଧନା କଲେ। ସମାନେେ ସମାନଙ୍କେର ମନ୍ଦ ବିଗ୍ଭର କିମ୍ବା ସମାନଙ୍କେର ଜିଦିଖୋର ବଦଳାଇଲେ ନାହିଁ।
ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଏହି ସ୍ଥାନକୁ ଓ ଏହିଠା ରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖ ରେ ଏହି ପୁସ୍ତକରୁ ଯେଉଁ ସବୁ ବିଷଯ ପାଠ କରାଗଲା, ଆମ୍ଭେ ସହେି ସମସ୍ତ ଭୟଙ୍କର ବିଷଯ ଘଟାଇବା।
ମୁଁ ଜାଣେ ମାରେ ରକ୍ଷାକର୍ତ୍ତା ଜୀବିତ ଏବଂ ଶଷେ ରେ ସେ ମାେତେ ରକ୍ଷା କରିବା ପାଇଁ ପୃଥିବୀ ରେ ଠିଆ ହବେେ।
ଇଶ୍ରାୟେଲ ଗୋଷ୍ଠୀ ପାପ ରେ ପରିପୂର୍ଣ୍ଣ। ସମାନେେ ଅଧର୍ମ ଓ ପାପ ରେ ଭାରାକ୍ରାନ୍ତ। ସମାନେେ ଏକ ଭ୍ରଷ୍ଟାଚାରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଛନ୍ତି। ସମାନେେ ଇଶ୍ରାୟେଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସମାନେେ ତାଙ୍କୁ ଜଣେ ଅଜଣାବ୍ଯକ୍ତି ପରି ବ୍ଯବହାର କରିଛନ୍ତି ଓ ଛାଡ଼ି ଚାଲିୟାଇଛନ୍ତି।
ଅନକେ ଦିନ ପ ରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବଦନେ କରାୟିବ। ପରବର୍ତ୍ତୀ ବର୍ଷମାନଙ୍କ ରେ ୟୁଦ୍ଧରୁ ପୂର୍ବାବସ୍ଥାକୁ ଫରେୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପ ରେ ଏକତ୍ରୀତ ହାଇେଛନ୍ତି। ଯେଉଁମାନେ ଅତୀତ ରେ ବାରମ୍ବାର ବିଧ୍ବସ୍ତ ହାଇେଥିଲେ କିନ୍ତୁ ଦେଶଗୁଡ଼ିକରୁ ସମାନଙ୍କେୁ ଅଣାୟାଇଛି ଏବଂ ସମାନେେ ସମସ୍ତେ ସଠାେ ରେ ନିରାପଦ ରେ ବାସ କରୁଛନ୍ତି।
ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।
ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।
କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।
ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ଯ କେତଜେଣ ଲୋକ ବାହାରିବେ ଓ ଭୁଲ କଥା ଉପଦେଶ ଦଇେ ଶିଷ୍ଯମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ।
ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।
ଏହା ମନରେଖ ଯେ ଶଷେ ଦିନଗୁଡ଼ିକରେ ଅନକେ କଷ୍ଟକର ପରିସ୍ଥିତି ଆସିବ।
କିନ୍ତୁ ଏହି ଶଷେ ସମୟରେ ପରମେଶ୍ବର ଆପଣା ପୁତ୍ରଙ୍କ ଦ୍ବାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ବାରା ସାରା ବିଶ୍ବ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସହେି ପୁତ୍ର ପରମେଶ୍ବରଙ୍କ ମହିମା ପ୍ରକାଶ କରନ୍ତି।
ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।
ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।
ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।