Home Bibles ଗୀତସଂହିତା 132:18 · ଓଡ଼ିଆ ବାଇବେଲ
ଗୀତସଂହିତା 132:18 · ଓଡ଼ିଆ ବାଇବେଲ

ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।

Cross references

ଆୟୁବ ପୁସ୍ତକ 8:22

ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ବଂସ ହବେ।

ଗୀତସଂହିତା 21:8

ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।

ଗୀତସଂହିତା 35:26

ମୁଁ ଆଶା କରୁଛି ମାରେ ଶତ୍ରୁମାନେ ଲଜ୍ଜିତ ହବେେ ଓ ନିରାଶ ହବେେ। ଯେତବେେଳେ ମାେ ଉପରେ ବିପଦ ପଡ଼େ ସହେି ଲୋକମାନେ ଖୁସି ହୁଅନ୍ତି। ସମାନେେ ଭାବନ୍ତି ସମାନେେ ମାଠାରୁେ ଭଲ। ତଣେୁ ସହେି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘାଡ଼ୋଇ ହାଇଯୋଉ।

ଗୀତସଂହିତା 72:8

ତାଙ୍କର ରାଜ୍ଯ ସମୁଦ୍ରରୁ ସମୁଦ୍ର ପର୍ୟ୍ଯନ୍ତ ଏବଂ ଫରାତ୍ ନଦୀଠାରୁ ଶଷେ ଧରଣୀକୁ ବ୍ଯାପି ଯାଉ।

ଗୀତସଂହିତା 109:19

ଅଭିଶାପ ଦୁଷ୍ଟବ୍ଯକ୍ତି ବସ୍ତ୍ର ପରି ହେଉ ଓ ତାହାର ନିତ୍ଯ କଟୀବନ୍ଧନ ପରି ହେଉ।'

ଗୀତସଂହିତା 109:29

ମାରେ ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସମାନେେ ଉତ୍ତରୀଯ ବସ୍ତ୍ରତୁଲ୍ଯ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।

ହିତୋପଦେଶ 12:8

ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ଯ ପ୍ରଶଂସିତ ହବେ। କିନ୍ତୁ ସହେି ମନୁଷ୍ଯ ଯାହାର ହୃଦଯ ଦୁଷ୍ଟ ଓ ଜିଦ୍ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।

ଯିଶାଇୟ 9:6

ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ଯିଶାଇୟ 58:10

ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦଇେଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତବେେ ତୁମ୍ଭେ ଅନ୍ଧକାର ରେ ଦୀପ୍ତିମାନ ହବେ ଏବଂ ତୁମ୍ଭ ଚାରିଦିଗ ରେ ଥବା ଗାଢ଼ ଅନ୍ଧକାର ଦ୍ବିପହରର ସୂର୍ୟ୍ଯ ପରି ଦଖାୟିବେ।

ଦାନିଏଲ 12:2

ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

ମାଥିଉଲିଖିତ ସୁସମାଚାର 28:18

ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।

ଲୂକଲିଖିତ ସୁସମାଚାର 1:32

ସେ ମହାନ୍ ହବେେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ବରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ବର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15

ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:14

ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।

Interlinear

Choose Theme