Home Bibles ଦିତୀୟ ବଂଶାବଳୀ 9:27 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 9:27 · ଓଡ଼ିଆ ବାଇବେଲ

ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।

Cross references

ପ୍ରଥମ ରାଜାବଳୀ 10:27

ରାଜା ଇଶ୍ରାୟେଲକୁ ଅତ୍ଯନ୍ତ ଧନଶାଳୀ କରି ଗଢିଲେ। ୟିରୁଶାଲମ ନଗର ରେ ରୂପା ସାଧାରଣତ ପଥର, ଇଟା ସଦୃଶ ହେଲା। ପ୍ରାଚୁର୍ୟ୍ଯ ହତେୁ ଏରସ କାଠକୁ ନିମ୍ନ ଭୂମିସ୍ଥ ତିମ୍ବିରି ବୃକ୍ଷ ତୁଲ୍ଯ କଲେ।

ପ୍ରଥମ ବଂଶାବଳୀ 27:28

ଗାଦରେୀଯର ବାଲ୍ହନନ୍ ପଶ୍ଚିମସ୍ଥ ପାର୍ବତ୍ଯମଯ ଦେଶ ରେ ଥିବା ଅଲିଭ୍ ବୃକ୍ଷ ଓ ଡ଼ିମ୍ବିରି ଜାତୀଯ ବୃକ୍ଷ ସବୁର ଦାଯିତ୍ବ ରେ ଥିଲେ।

ଦିତୀୟ ବଂଶାବଳୀ 1:15

ଯେତେ ପରିମାଣ ରେ ପଥର, ଏରସ କାଠ, ସିକ ମାରେ କାଠ ୟିରୁଶାଲମ ରେ ଥିଲା, ରାଜା େସତେ ପରିମାଣର ସୁନା ଓ ରୂପା ଆଣିଲେ।

ଦିତୀୟ ବଂଶାବଳୀ 9:20

ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନ ରେ ନିର୍ମିତ ହାଇେଥିଲା। ଲିବାନୋନର ଅରଣ୍ଯସ୍ଥିତ ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନା ରେ ନିର୍ମିତ ହାଇେଥିଲା। ଶ ଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ଯ ଦ୍ରବ୍ଯରୂପେ ଗଣ୍ଯ ହେଉ ନ ଥିଲା।

ଆୟୁବ ପୁସ୍ତକ 22:24

ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ। ତୁମ୍ଭର ମୂଲ୍ଯବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଚାର କର।

ଗୀତସଂହିତା 78:47

ସେ ଶିଳାଦ୍ବାରା ସମାନଙ୍କେ ଦ୍ରାକ୍ଷାଲତା ଓ ହିମଦ୍ବାରା ସମାନଙ୍କେ ବୃକ୍ଷ ଧ୍ବଂସ କଲେ।

ଯିଶାଇୟ 9:10

ଏହି ଇଟାସବୁ ପଡ଼ିୟିବ, ମାତ୍ର ଆମ୍ଭମାନେେ ପୁନର୍ବାର ଶକ୍ତ ପଥର ରେ ତାହାକୁ ତିଆରି କରିବୁ। ଡ଼ିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲାପ ରେ ଆମ୍ଭମାନେେ ସଠାେ ରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହବେ।'

ଆମୋଷ 7:14

ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।

ଲୂକଲିଖିତ ସୁସମାଚାର 19:4

ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସଭେଳି ଗୋଟିଏ ସ୍ଥାନକୁ ସେ ଦୌଡିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରି ଗଛ ରେ ଚଢିଗଲେ।

Interlinear

Choose Theme