Home Bibles ☰ Books ଦିତୀୟ ବଂଶାବଳୀ 9:20 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 9:20 · ଓଡ଼ିଆ ବାଇବେଲ

ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନ ରେ ନିର୍ମିତ ହାଇେଥିଲା। ଲିବାନୋନର ଅରଣ୍ଯସ୍ଥିତ ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନା ରେ ନିର୍ମିତ ହାଇେଥିଲା। ଶ ଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ଯ ଦ୍ରବ୍ଯରୂପେ ଗଣ୍ଯ ହେଉ ନ ଥିଲା।

Cross references

ପ୍ରଥମ ରାଜାବଳୀ 10:21

ରାଜା ଶ ଲୋମନଙ୍କର ସମସ୍ତ ପାନପାତ୍ର ସୁନା ରେ ତିଆରି ହାଇେ ଥିଲା। ଲିବାନୋନ-ଅରଣ୍ଯ କୋଠର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୁପାର କୌଣସି ଜିନିଷ ରାଜାପ୍ରାସାଦ ରେ ନଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କହେି ପଗ୍ଭରୁ ନ ଥିଲେ।

ଦିତୀୟ ବଂଶାବଳୀ 9:27

ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।

ଏଷ୍ଟର ବିବରଣ 1:7

ସମାନେେ ନାନାପ୍ରକାର ସୁବର୍ଣ୍ଣପାତ୍ର ରେ ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା ରେ ପ୍ରଚୁର ରାଜକୀଯ ଦ୍ରାକ୍ଷାରସ ଦେଲେ।

ଯିଶାଇୟ 2:22

ତୁମ୍ଭମାନେେ ପ୍ରାଣବାଯୁଧାରୀ ମନୁଷ୍ଯ ଉପ ରେ ବିଶ୍ବାସ ରଖିବ ନାହିଁ। ମନୁଷ୍ଯମାତ୍ ରେ ମୃତ୍ଯୁ ସୁନିଶ୍ଚିତ। ଏମାନେ ଯେ ଈଶ୍ବରଙ୍କ ପରି ବଳବାନ୍ ଏହା ତୁମ୍ଭମାନେେ ଚିନ୍ତା କରିବା ଉଚିତ୍ ନୁହେଁ।

ଯିରିମିୟ 31:5

ତୁମ୍ଭେ କୃଷକମାନେ ପୁନର୍ବାର ଶମରିଯାର ପର୍ବତ ରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ। ତୁମ୍ଭମାନେେ ରୋପଣ କରି ତାହାର ଫଳ ଭୋଗ କରିବ।

ଦାନିଏଲ 5:2

ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।

Interlinear

Choose Theme