ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ। ତୁମ୍ଭର ମୂଲ୍ଯବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଚାର କର।
Cross references
ଓଫୀର, ହବୀଲା ଓ ୟୋବବ୍, ଏହି ସମସ୍ତ ୟକ୍ତଲର ସନ୍ତାନ।
ଆଉ ସମାନେେ ଓଫୀରକୁ ୟାଇ ସଠାରୁେ 420 ତାଳନ୍ତ ସୁନା ରାଜା ଶ ଲୋମନ ନିକଟକୁ ଆଣିଲେ।
ରାଜା ଶ ଲୋମନଙ୍କର ସମସ୍ତ ପାନପାତ୍ର ସୁନା ରେ ତିଆରି ହାଇେ ଥିଲା। ଲିବାନୋନ-ଅରଣ୍ଯ କୋଠର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୁପାର କୌଣସି ଜିନିଷ ରାଜାପ୍ରାସାଦ ରେ ନଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କହେି ପଗ୍ଭରୁ ନ ଥିଲେ।
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।
ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।
ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।
ହୂରମ୍ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରକୁ ସୁନା ଆଣିଲେ। ଆହୁରି ମଧ୍ଯ, ସମାନେେ ଆଲ୍ଗମ୍ କାଠ ଓ ବହୁମୂଲ୍ଯ ପଥରସବୁ ଆଣିଲେ।
ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।
ମୁଁ ଧନୀ ଥିଲି। କିନ୍ତୁ ତାହା ମାେତେ ଗର୍ବି କରିନାହିଁ। ମୁଁ ବହୁତ ଟଙ୍କା ରୋଜଗାର କରିଛି କିନ୍ତୁ ତାହା ମାେତେ ଖୁସି ପରିପାରି ନାହିଁ।
ତୁମ୍ଭ ବିବାହରେ ୟୋଗ ଦଇେଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାଶର୍ବରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହାଇେଛନ୍ତି।
ଦୁଲର୍ଲଭ ସୁବର୍ଣ୍ଣ ପରି ଅଳ୍ପ, କେତକେ ଉତ୍ତମ ଲୋକ ରହିବେ ଓ ସମାନେେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ବଳ ଭାବରେ ଦୀପ୍ତି ବିକାଶ କରିବେ।