ଯେତେ ପରିମାଣ ରେ ପଥର, ଏରସ କାଠ, ସିକ ମାରେ କାଠ ୟିରୁଶାଲମ ରେ ଥିଲା, ରାଜା େସତେ ପରିମାଣର ସୁନା ଓ ରୂପା ଆଣିଲେ।
Cross references
ରାଜା ଇଶ୍ରାୟେଲକୁ ଅତ୍ଯନ୍ତ ଧନଶାଳୀ କରି ଗଢିଲେ। ୟିରୁଶାଲମ ନଗର ରେ ରୂପା ସାଧାରଣତ ପଥର, ଇଟା ସଦୃଶ ହେଲା। ପ୍ରାଚୁର୍ୟ୍ଯ ହତେୁ ଏରସ କାଠକୁ ନିମ୍ନ ଭୂମିସ୍ଥ ତିମ୍ବିରି ବୃକ୍ଷ ତୁଲ୍ଯ କଲେ।
ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ରେ ପୂର୍ଣ୍ଣ କରିବା। ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ଯତ ରେ ମଧ୍ଯ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।
ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।
ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ। ତୁମ୍ଭର ମୂଲ୍ଯବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଚାର କର।
ଏହି ଇଟାସବୁ ପଡ଼ିୟିବ, ମାତ୍ର ଆମ୍ଭମାନେେ ପୁନର୍ବାର ଶକ୍ତ ପଥର ରେ ତାହାକୁ ତିଆରି କରିବୁ। ଡ଼ିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲାପ ରେ ଆମ୍ଭମାନେେ ସଠାେ ରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହବେ।'
ଆମ୍ଭେ ପିତ୍ତଳ ପରିବର୍ତେ ସୁବର୍ଣ୍ଣ, ଲୁହା ପରିବର୍ତେ ରେ ୗପ୍ୟ, କାଠ ପରିବର୍ତେ ପିତ୍ତଳ ଓ ପ୍ରସ୍ତର ପରିବର୍ତେ ଲୌହ ଆଣିବା। ମୁଁ ଶାସ୍ତି ବଦଳ ରେ ଶାନ୍ତି ଆଣିବି। ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ।
ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।