ଗାଦରେୀଯର ବାଲ୍ହନନ୍ ପଶ୍ଚିମସ୍ଥ ପାର୍ବତ୍ଯମଯ ଦେଶ ରେ ଥିବା ଅଲିଭ୍ ବୃକ୍ଷ ଓ ଡ଼ିମ୍ବିରି ଜାତୀଯ ବୃକ୍ଷ ସବୁର ଦାଯିତ୍ବ ରେ ଥିଲେ।
Cross references
ଶାରଯିମ୍, ଅଦୀଥଯିମ୍, ଗ ଦଲୋ ଓ ଗଦରୋଥଯିମ, ଏହିପରି କ୍ଷତେ ସମତେ ଚଉଦ ନଗର ଥିଲା।
ଗଦରେୋତ୍, ବୈଥ୍-ଦାଗୋନ୍, ନଯମା, ମକ୍କଦୋ ଗ୍ରାମ ସମତେ ଏହିପରି ଷୋଅଳ ନଗର ଥିଲା ଏବଂ ଏଥିର ଚତକ୍ସ୍ଟଃପାଶର୍ବସ୍ଥ ଭୂମି ସମକ୍ସ୍ଟହ।
ଶ ଲୋମନ ସମଗ୍ର ଇଶ୍ରାୟେଲକୁ ବାର ଭାଗ ରେ ବିଭକ୍ତ କରି ବାରଜଣ ଦଶାେଧ୍ଯକ୍ଷଙ୍କୁ ନିୟୁକ୍ତ କଲେ। ସମାନେେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟ ଯୋଗଇଲେ। ପ୍ରେତ୍ୟକକ ବର୍ଷ ମଧିଅରେ ଏକ ଏକ ମାସ ପାଇଁ ଖାଦ୍ୟଦ୍ରବ୍ଯ ଯୋଗଇଲେ।
ରାଜା ଇଶ୍ରାୟେଲକୁ ଅତ୍ଯନ୍ତ ଧନଶାଳୀ କରି ଗଢିଲେ। ୟିରୁଶାଲମ ନଗର ରେ ରୂପା ସାଧାରଣତ ପଥର, ଇଟା ସଦୃଶ ହେଲା। ପ୍ରାଚୁର୍ୟ୍ଯ ହତେୁ ଏରସ କାଠକୁ ନିମ୍ନ ଭୂମିସ୍ଥ ତିମ୍ବିରି ବୃକ୍ଷ ତୁଲ୍ଯ କଲେ।
ଇଶ୍ରାୟେଲୀୟ ସୈନ୍ଯ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀଯ ସୈନ୍ଯଗଣ ଆଡକୁ ମାଡି ଗ୍ଭଲି ରେ। ସମାନେେ ଅରାମୀଯମାନଙ୍କ ବିପରୀତ ପାଶର୍ବ ରେ ଶିବିର ସ୍ଥାପନ କଲେ। ମାତ୍ର ଇଶ୍ରାୟେଲର ସୈନ୍ଯଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦଖାେ ଯାଉଥିଲା ବେଳେ ଅରାମୀଯମାନେ ସମଗ୍ର ଦେଶ ରେ ବ୍ଯାପି ୟାଇଥିଲେ।
ଯେତେ ପରିମାଣ ରେ ପଥର, ଏରସ କାଠ, ସିକ ମାରେ କାଠ ୟିରୁଶାଲମ ରେ ଥିଲା, ରାଜା େସତେ ପରିମାଣର ସୁନା ଓ ରୂପା ଆଣିଲେ।