ମାତ୍ର ଲୋକମାନେ ସମାନଙ୍କେର ପାପ ସ୍ବକାର କରି ପାରନ୍ତି ଓ ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ଅପରାଧ ସ୍ବୀକାର କରିପାରନ୍ତି ଓ ସମାନେେ ଆମ୍ଭ ବିରୁଦ୍ଧ ରେ ପାପ କରିଛନ୍ତି ବୋଲି ସ୍ବୀକାର କରି ପାରନ୍ତି।
Cross references
ତେଣୁ ଯଦି କହେି ଏହି ବିଷଯଗୁଡିକ ମଧ୍ଯରୁ କୌଣସି ଗୋଟିକରେ ଦୋଷୀ ହୁଏ, ତବେେ ସେ ନିଜର ସେ ପାପକର୍ମ ସ୍ବୀକାର କରିବ।
ଆଉ ଯଦି ତୁମ୍ଭମାନେେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତବେେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଲେଶ ଦବୋ। ତୁମ୍ଭମାନେେ ଯେତେ ଅଧିକ ପାପ କରିବ େସତେ ଅଧିକ ଦଣ୍ତ ପାଇବ।
ମୁଁ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବି ଓ ତୁମ୍ଭମାନଙ୍କ ପାପ ସକାେଶ ମୁଁ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବ।
ଏହା ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ କଥା ଶୁଣିବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ।
ତେଣୁ ସେ ଲୋକ ଆପଣାକୃତ ପାପ ସ୍ବୀକାର କରିବ ଓ ସମ୍ପୂର୍ଣରୂପେ ଆପଣା ପାଇଁ କ୍ଷତିପୂରଣ ଦବେ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧ ରେ ଦୋଷ କରିଛି ତାକୁ ପରିଶାଧେ କରିବ।
କିନ୍ତୁ ସହେି ସ୍ଥାନ ରେ ଯବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଅନ୍ବଷେଣ କରିବ। ତବେେ ତୁମ୍ଭମାନେେ ଯଦି ହୃଦଯତାର ସହାକା ରେ ତାଙ୍କୁ ଅନ୍ବଷେଣ କର ତବେେ ତୁମ୍ଭେ ତାଙ୍କୁ ପାଇପାରିବ।
ମୁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହାସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ୟ୍ଯପାଇଁ ଆଶୀର୍ବାଦ ଓ ମନ୍ଦ କାର୍ୟ୍ଯ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଅନ୍ୟ ଜାତୀଯମାନଙ୍କ ମଧିଅରେ ପଠାଇବେ। ସଠାେରେ ତୁମ୍ଭମାନେେ ସ୍ମରଣ କରିବ।
ସହେି ସମୟରେ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ନିକଟକକ୍ସ୍ଟ ଫରେି ଆସିବେ। ଏବଂ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣ ସଦାପ୍ରଭୁଙ୍କର ବାକ୍ଯ ସମସ୍ତ ମନପ୍ରାଣ ଦଇେ ମାନିବ, ଯାହା ମୁ ଆଜି ତୁମ୍ଭକୁ ଆଜ୍ଞା ଦଇେଛି।
ତା'ପରେ ଯିହାଶୂେୟ ଆଖନକକ୍ସ୍ଟ କହିଲେ, ହେ ମାହେର ପକ୍ସ୍ଟତ୍ର, ବିନଯ କରୁଅଛି, ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ବୀକାର କର, ତୁମ୍ଭେ କ'ଣ କରିଛ। ମାେତେ କକ୍ସ୍ଟହ ସେ କଥା ଲକ୍ସ୍ଟଗ୍ଭଅ ନାହିଁ।
ଏହିପରି ଭାବରେ ଗିଲିଯଦକକ୍ସ୍ଟ ଗଲେ। ଏହି ଏଗାରଜଣ ଲୋକ ରକ୍ସ୍ଟବନ୍େ, ଗାଦ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସମାନଙ୍କେୁ କହିଲେ।
ସମୟ ସମୟରେ ଇଶ୍ରାୟେଲର ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ ଓ ସେଥିପାଇଁ ଶତୃଦ୍ବାରା ପରାସ୍ତ ହବେେ। ଯଦି ତୁମ୍ଭ ନିକଟକୁ ଫରେି ଆସି ତୁମ୍ଭ ନାମର ପ୍ରଶଂସା ଉତ୍ସର୍ଗିକୃତ ଭାବରେ କରନ୍ତି ଓ ଏହି ମନ୍ଦିର ରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି।
ସହେି ଦୂର ଦେଶ ରେ ବନ୍ଦୀରୂପେ ଥିବା ବେଳେ, ଯଦି ସମାନେେ ସମାନଙ୍କେର କୁକର୍ମ ପାଇଁ ସଠାେରେ ଅନୁତାପ କରନ୍ତି ଏବଂ ସ୍ବୀକାର କରନ୍ତି, 'ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।'
ଯଦି ସହେି ବନ୍ଦୀମାନେ ସହେି ଦୂର ଦେଶ ରେ ସମାନଙ୍କେର ହୃଦଯ ସହକା ରେ ତୁମ୍ଭ ପ୍ରତି ଫରନ୍େତି। ପୁଣି ତୁମ୍ଭେ ସମାନଙ୍କେର ପୂର୍ବପୁରୁଷଗଣଙ୍କୁ ଦଇେଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫରେି ଆସନ୍ତି।
ହେ ମାରେ ପରମେଶ୍ବର,
ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ଧର୍ମ ମଧ୍ଯ ଅଟ, ଯେଉଁଥିପାଇଁ ଆମ୍ଭମାନେେ ଆଜି ପର୍ୟ୍ଯନ୍ତ ରକ୍ଷା ପାଇଅଛୁ। ଆମ୍ଭମାନେେ ତୁମ୍ଭ ସାକ୍ଷାତ ରେ ନିଜ ଦୋଷ ରେ ଦୋଷୀ ହାଇେଅଛୁ। କାରଣ ସେଥିପାଇଁ କହେି ତୁମ୍ଭ ଛାମୁ ରେ ଠିଆ ହାଇପୋ ରେ ନାହିଁ।
ସହେି ଲୋକମାନଙ୍କ ମଧ୍ଯରୁ ଯେଉଁମାନେ ଇଶ୍ରାୟେଲୀୟ ବଂଶ ସମାନେେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇଶ୍ରାୟେଲୀୟମାନେ ମନ୍ଦିର ରେ ଠିଆ ହାଇେ ନିଜର ପାପ ସ୍ବୀକାର କରିବା ସଙ୍ଗେ ସଙ୍ଗେ ସମାନଙ୍କେ ପୂର୍ବପୁରୁଷଗଣ କରିଥିବା ପାପ ସ୍ବିକାର କଲେ।
ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।
କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।
ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।
ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ୟାଇ ଏହି କଥା ପ୍ରଚାର କର ଏବଂ କୁହ,
ସଦାପ୍ରଭୁ କହନ୍ତି, ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ୟାଇ ଏବଂ ସମାନଙ୍କେ ସହିତ ପ୍ରେତ୍ୟକକ ହରିତ୍ ବୃକ୍ଷତଳେ ବେଶ୍ଯାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ।' ତୁମ୍ଭେ ମାରେ କଥା ମାନିଲ ନାହିଁ।
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
ହେ ସଦାପ୍ରଭୁ, ଦେଖ, ମୁଁ କିପରି ବିପଦଗ୍ରସ୍ତା। ମାରେ ଅନ୍ତର ବ୍ଯଥିତ ହେଉଛି, କାରଣ ମୁଁ ବିଦ୍ରୋହୀ ଥିଲି। ବାହା ରେ ଖଡ଼ଗ ବଧ କରୁଅଛି ଓ ଗୃହ ଭିତ ରେ ମୃତ୍ଯୁ ରହିଅଛି। ହେ ସଦାପ୍ରଭୁ ଦେଖ, ମାରେ ଅନ୍ତର କିପରି ଦହି ମାହେିଁବା ଭଳି ହେଉଛି।
ସମାନଙ୍କେର ଆଚାର, ବ୍ଯବହାର ଓ କ୍ରିଯାକଳାପ ତୁମ୍ଭମାନେେ ଦେଖିବ ଓ ହୃଦବୋଧ କରିବ ଯେ ମୁଁ ସମାନଙ୍କେ ବିରୁଦ୍ଧ ରେ ଓ ୟିରୁଶାଲମ ବିରୁଦ୍ଧ ରେ ଯାହାସବୁ କରିଅଛି, ଯଥାର୍ଥ ଥିଲା। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ଏବଂ ସେ ସମୟରେ ତୁମ୍ଭମାନେେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିଯାସବୁ ସ୍ମରଣ କରିବ। ପୁଣି ତୁମ୍ଭମାନେେ ନିଜର ପାପ ଓ ନିଜର ଘୃଣ୍ଯ କ୍ରିଯା ଯୋଗୁଁ ନିଜେ ନିଜକୁ ନମ୍ର କରିବ।
ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲପନେ କରି ପ୍ରାର୍ଥନା ଓ ବୀନତି ଦ୍ବାରା ପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦଲେି।
ପୁଣି ମୁଁ ମାରେପରମେଶ୍ବର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମାରେପାପ ସ୍ବୀକାର କରି କହିଲି, ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଓ ଭୟାନକ ପରମେଶ୍ବର। ଯେଉଁମାନେ ତୁମ୍ଭକୁ ପ୍ ରମେ କରନ୍ତିଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସମାନଙ୍କେ ପ୍ରତି ଦୟା ଓ ନିଯମ କରିଥାଅ।
ଆମ୍ଭେ ଆମ୍ଭର ଗୃହକୁ ଫରେିବା ଯେତବେେଳେ ଲୋକମାନେ ସମାନଙ୍କେର ଦୋଷ ସ୍ବୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସମାନେେ ଦୁଃଖ ରେ ଆମ୍ଭଙ୍କୁ ପାଇବାକୁ କଠାେର ଚେଷ୍ଟା କରିବେ।
ମୁଁ ଏ ସ୍ଥାନ ଛାଡି ମାେ ବାପାଙ୍କ ପାଖକୁ ଫରେିୟିବି।' ମୁଁ ତାହାଙ୍କୁ କହିବି, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି।
ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।