Home Bibles ଦିତୀୟ ବିବରଣ 4:29 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 4:29 · ଓଡ଼ିଆ ବାଇବେଲ

କିନ୍ତୁ ସହେି ସ୍ଥାନ ରେ ଯବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଅନ୍ବଷେଣ କରିବ। ତବେେ ତୁମ୍ଭମାନେେ ଯଦି ହୃଦଯତାର ସହାକା ରେ ତାଙ୍କୁ ଅନ୍ବଷେଣ କର ତବେେ ତୁମ୍ଭେ ତାଙ୍କୁ ପାଇପାରିବ।

Cross references

ଲେବୀୟ ପୁସ୍ତକ 26:39

ପୁଣି ତୁମ୍ଭମାନଙ୍କ ମଧିଅରେ ଯେଉଁମାନେ ଅବଶିଷ୍ଟ ରହିବେ, ସମାନେେ ଦୁଃଖ ଭୋଗିବେ ଏବଂ ଶତୃର ଦେଶରୁ ଉଚ୍ଛଦେ ହବେେ ନିଜ ଅପରାଧ ଯୋଗୁଁ ଓ ଆପଣା ପୂର୍ବପୁରୁଷ ମାନଙ୍କର ଅପରାଧ ହତେୁ ସମାନେେ କଷ୍ଟ ଭୋଗ କରିବନୋହିଁା

ଦିତୀୟ ବିବରଣ 30:1

ମୁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହାସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ୟ୍ଯପାଇଁ ଆଶୀର୍ବାଦ ଓ ମନ୍ଦ କାର୍ୟ୍ଯ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଅନ୍ୟ ଜାତୀଯମାନଙ୍କ ମଧିଅରେ ପଠାଇବେ। ସଠାେରେ ତୁମ୍ଭମାନେେ ସ୍ମରଣ କରିବ।

ଦିତୀୟ ବିବରଣ 30:10

କକ୍ସ୍ଟନ୍ତକ୍ସ୍ଟ ତୁମ୍ଭମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ପୁସ୍ତକର ସମସ୍ତ ନିଯମ ବିଧି ମାନି ଚଳିବାକକ୍ସ୍ଟ ପଡିବ। ତୁମ୍ଭେ ଆପଣା ସମସ୍ତ ହୃଦଯ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନିକଟକକ୍ସ୍ଟ ଯବେେ ଫରେିଆସ।

ପ୍ରଥମ ଶାମୁୟେଲ 7:3

ତା'ପରେ ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ପ୍ରକୃତ ରେ ତୁମ୍ଭମାନେେ ଯଦି ହୃଦଯର ସହିତ ସଦାପ୍ରଭୁଙ୍କ ପାଖକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିଛ, ତବେେ ତୁମ୍ଭମାନେେ ବିଦେଶୀ ପ୍ରତିମାଗୁଡିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କବଳେ ତାଙ୍କୁ ହିଁ ସବୋ କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।

ପ୍ରଥମ ରାଜାବଳୀ 8:47

ସହେି ଦୂର ଦେଶ ରେ ବନ୍ଦୀରୂପେ ଥିବା ବେଳେ, ଯଦି ସମାନେେ ସମାନଙ୍କେର କୁକର୍ମ ପାଇଁ ସଠାେରେ ଅନୁତାପ କରନ୍ତି ଏବଂ ସ୍ବୀକାର କରନ୍ତି, 'ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।'

ଦିତୀୟ ରାଜାବଳୀ 10:31

ତଥାପି ତା'ପରେ ଯହେୂ ସଦାପ୍ରଭୁଙ୍କର ଆଦେଶଗୁଡିକ ପୂର୍ଣ୍ଣଦୟା ରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସଂପୂର୍ଣ୍ଣ ରୂପେ ପରିତ୍ଯାଗ କରି ପାରିଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା।

ଦିତୀୟ ରାଜାବଳୀ 23:3

ଏଥି ରେ ରାଜା ସ୍ତମ୍ଭ ସମ୍ମୁଖ ରେ ଠିଆ ହେଲେ। ସଦାପ୍ରଭୁଙ୍କ ସହିତ ଗୋଟିଏ ୟୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିଯମମାନ ତାଙ୍କ ସମସ୍ତ ହୃଦଯ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରେତ୍ୟକକ ଲୋକ ଏହା କରିବାକୁ ରାଜି ହେଲେ।

ଦିତୀୟ ବଂଶାବଳୀ 15:2

ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।

ଦିତୀୟ ବଂଶାବଳୀ 15:4

କିନ୍ତୁ ଯେତବେେଳେ ଇଶ୍ରାୟେଲ ଲୋକମାନେ ଦୁଃଖ ପାଇଲେ, ସମାନେେ ପୁନର୍ବାର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ଫରେିଲେ। ସେ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ସମାନେେ ସଦାପ୍ରଭୁଙ୍କୁ ଖାଜେିଲେ, ଆଉ ସମାନେେ ତାଙ୍କୁ ପାଇଲେ।

ଦିତୀୟ ବଂଶାବଳୀ 15:12

ସମାନେେ ସମାନଙ୍କେର ସମସ୍ତ ହୃଦଯ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କରିବେ ବୋଲି ଏକ ଚୁକ୍ତି କଲେ। ସମାନଙ୍କେର ପୂର୍ବପୁରୁଷମାନେ ସହେି ପରମେଶ୍ବରଙ୍କର ହିଁ ସବୋ ଆରାଧନା କରୁଥିଲେ।

ଦିତୀୟ ବଂଶାବଳୀ 15:15

ଯିହୁଦାର ସମସ୍ତ ଲୋକ ଯେତବେେଳେ ଏହି ଶପଥ ବିଷଯ ରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସମାନେେ ସମାନଙ୍କେର ସମସ୍ତ ହୃଦଯ ସହିତ ପରମେଶ୍ବରଙ୍କର ଅନୁସରଣ କଲେ। ସମାନେେ ପରମେଶ୍ବରଙ୍କୁ ଖାଜେିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କଲେ।

ଦିତୀୟ ବଂଶାବଳୀ 31:21

ଯେଉଁ ପ୍ରେତ୍ୟକକ କାର୍ୟ୍ଯ ସେ ଆରମ୍ଭ କଲେ, ଯଥା :- ପରମେଶ୍ବରଙ୍କ ମନ୍ଦିରର ସବୋକାର୍ୟ୍ଯ ଓ ବ୍ଯବସ୍ଥା ନିଯମ ଓ ଆଦେଶର ବାଧ୍ଯ ହବୋ ଏବଂ ତାଙ୍କର ପରମେଶ୍ବରଙ୍କର ଅନୁଗମନ କରିବା ରେ ସେ ସଫଳ ହେଲେ। ହିଜକିଯ ଏହି ସମସ୍ତ ବିଷଯ ତାଙ୍କର ହୃଦଯର ସହିତ କଲେ।

ନିହିମିୟା 1:9

କିନ୍ତୁ ଯଦି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିବ ଓ ଆମ୍ଭେ ଆଜ୍ଞା ପାଳନକରି ଓ ଅଭ୍ଯାସ କରି ବାସ କରିବ, ତବେେ ଯଦିଓ ତୁମ୍ଭମାନେେ ଆକାଶର ପ୍ରାନ୍ତ ସୀମା ରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସହେି ସ୍ଥାନକୁ ସମାନଙ୍କେୁ ଆଣିବା।

ଗୀତସଂହିତା 119:2

ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦଯରେ ସଦାପ୍ରଭୁଙ୍କୁ ଖାଜେନ୍ତି, ସମାନେେ ଧନ୍ଯ !

ଗୀତସଂହିତା 119:10

ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମାରେ ସର୍ବାନ୍ତକରଣ ହୃଦଯରେ ତୁମ୍ଭର ସବୋ କରିବି। ତୁମ୍ଭର ଆଜ୍ଞାରୁ ଚାଲିୟିବାକୁ ମାେତେ ପ୍ରତିରୋଧ କର।

ଗୀତସଂହିତା 119:58

ସଦାପ୍ରଭୁ ମୁଁ ମାରେ ସମ୍ପୂର୍ଣ୍ଣ ହୃଦଯ ସହିତ ତୁମ୍ଭକୁ ଭିକ୍ଷା କରେ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେ ପ୍ରତି ଦୟାକର।

ଗୀତସଂହିତା 119:145

ହେ ସଦାପ୍ରଭୁ, ମୁଁ ହୃଦଯ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ। ମାେତେ ଉତ୍ତର ଦିଅ !ମୁଁ ତୁମ୍ଭର ନିଯମସବୁ ଅନୁସରଣ କରିବି।

ଯିଶାଇୟ 55:6

ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।

ଯିରିମିୟ 3:10

ଏସବୁ ସତ୍ତ୍ବେ ଇଶ୍ରାୟେଲର ବିଶ୍ବାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣ ରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କବଳେ ଛଳନା କଲା। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 3:12

ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ୟାଇ ଏହି କଥା ପ୍ରଚାର କର ଏବଂ କୁହ,

ଯିରିମିୟ 29:12

ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।

ଯିରିମିୟ 29:13

ପୁଣି ତୁମ୍ଭମାନେେ ଆମ୍ଭକୁ ଅନ୍ବଷେଣ କରିବ। ଆଉ ସର୍ବାନ୍ତଃକରଣ ରେ ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ଖାଜେିବ ସେତବେେଳେ ଆମ୍ଭକୁ ପାଇବ।

ଯୋୟେଲ 2:12

ଏହା ସଦାପ୍ରଭୁଙ୍କର ବାର୍ତ୍ତା: ବର୍ତ୍ତମାନ ତୁମ୍ଭମାନେେ ସର୍ବାନ୍ତକରଣ ରେ ଆମ୍ଭ ନିକଟକୁ ଫରେିଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।

Interlinear

Choose Theme