ତା' ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ବରଙ୍କୁ ମହିମା ପ୍ରଦାନ କରି ପାରିବ।
Cross references
ତା'ପ ରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସମାନେେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସମାନେେ ସମସ୍ତେ ଏକତ୍ରୀତ ହାଇେ ଆମ୍ଭକୁ ଉପାସନା କରିବେ।
ତା'ପ ରେ ଆମ୍ଭେ ସହେି ଏକ ତୃତୀଯାଂଶ ଲୋକଙ୍କୁ ଅଗ୍ନି ରେ ପରୀକ୍ଷା କରିବା। ଆମ୍ଭେ ସମାନଙ୍କେୁ ରୂପା ଯେପରି ନିର୍ମଳ ହୁଏ ସହେିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସହେି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସମାନେେ ଡାକିବେ ଏବଂ ଆମ୍ଭେ ସମାନଙ୍କେୁ ଉତ୍ତର ଦବୋ, 'ଏମାନେ ଆମ୍ଭର ଲୋକ', ଆଉ ସମାନେେ କହିବେ, 'ସଦାପ୍ରଭୁ ଆମ୍ଭର ପରମେଶ୍ବର ଅଟନ୍ତି।'
ମାେ ପରମପିତା ମାେତେ ମାରେ ମଷେମାନଙ୍କୁ ଦଇେଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମାେ' ପରମପିତାଙ୍କ ହାତରୁ କୌଣସି ଲୋକ ମାେ ମଷେ ଚୋରି କରିପାରିବ ନାହିଁ।
ଯୀଶୁ ତାହାଙ୍କୁ କହିଲେ, ମାେତେ ଧର ନାହିଁ। ମୁଁ ଏ ପର୍ୟ୍ଯନ୍ତ ପରମପିତାଙ୍କ ପାଖକୁ ଯାଇନାହିଁ। କିନ୍ତୁ ତୁମ୍ଭେ ଯାଇ ମାରେ ଭାଇମାନଙ୍କୁ କୁହ ଯେ, ମୁଁ ମାରେ ଓ ତୁମ୍ଭର ପରମପିତାଙ୍କ ପାଖକୁ ଫରେିଯାଉଛି। ମୁଁ ମାରେ ଓ ତୁମ୍ଭର ପରମେଶ୍ବରଙ୍କ ପାଖକୁ ଯାଉଅଛି।
ଯେତବେେଳେ ବିଶ୍ବାସୀମାନେ ସମସ୍ତେ ଏହା ଶୁଣିଲେ, ସମାନେେ ଏକ ମନ ରେ ମିଳିତ ଭାବେ ପ୍ରାର୍ଥନା କଲେ, ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥି ରେ ଥିବା ସବୁ କିଛି ସୃଷ୍ଟି କରିଛ।
ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ।
ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:
ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ସେ ପିତା ଅଟନ୍ତି, ସେ କରୁଣା ରେ ପରିପୂର୍ଣ୍ଣ ଓ ସମସ୍ତ ବିଷୟ ରେ ସାନ୍ତ୍ବନାଦାତା ପରମେଶ୍ବର।
ପରମେଶ୍ବର ଜାଣନ୍ତି ଯେ, ମୁଁ ମିଥ୍ଯା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।
ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବର ଧନ୍ଯ ହେଉନ୍ତୁ। ପରମେଶ୍ବରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ବାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦଇେଛନ୍ତି। ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହବୋ ଦ୍ବାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦଇେଛି।
ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।