ଆଉ ସମାନେେ ଓ ସମାନଙ୍କେର ସନ୍ତାନମାନେ ସମାନଙ୍କେ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସମାନଙ୍କେୁ ଏକ ଚିତ୍ତ ଓ ଏକ ପଥ ଦବୋ।
Cross references
ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।
ସଦାପ୍ରଭୁଙ୍କର ଦୂତ ଅବ୍ରହାମକୁ କହିଲେ, ତୁମ୍ଭର ପୁତ୍ରକୁ ହତ୍ଯା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ବରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମାେ ସକାେଶ ଉତ୍ସର୍ଗ କରିବାକୁ କୁଣ୍ଠା ବୋଧ କରିନାହଁ।
ଆମ୍ଭେ ଚାହକ୍ସ୍ଟଁ ତାଙ୍କର ଭାବନାର ପରିବର୍ତ୍ତନ ଘଟକ୍ସ୍ଟ। ଆମ୍ଭେ ଚାହକ୍ସ୍ଟଁ ସମାନେେ ହୃଦଯତାର ସହକା ରେ ଆମ୍ଭକକ୍ସ୍ଟ ସମ୍ମାନ କରି ଆମ୍ଭର ବାକ୍ଯ ପାଳନ କରନ୍ତକ୍ସ୍ଟ। ଏହାପରେ ସମାନଙ୍କେର ଓ ତାଙ୍କ ସନ୍ତାନମାନଙ୍କର ଅନନ୍ତକାଳିନ ମଙ୍ଗଳ ହବେ।
ଏହା ଏପରି ଅଟେ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତକ୍ସ୍ଟଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିଯମ ପାଳନ କରିବା ପାଇଁ ମୁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହବେ।
ଏଣୁ ତୁମ୍ଭମାନେେ ମାହେର ସହେି ସକଳ ବାକ୍ଯ ନିଜ ନିଜ ହୃଦଯ ରେ ଧାରଣ କର (ହୃଦଯ ରେ ଲିପିବଦ୍ଧ କର)। ନିଜ ନିଜ ହସ୍ତ ରେ ବାନ୍ଧି ରଖ ଓ ତାହା ତୁମ୍ଭମାନଙ୍କର ଚକ୍ଷକ୍ସ୍ଟ ଦ୍ବଯ ରେ ଭୂଷଣ ସ୍ବରୂପ ହେଉ।
ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।
ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସମାନେେ ସମ୍ମାନରେ ଭାଗ୍ଯବାନ୍ ହୁଅନ୍ତି, ୟିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ବସ୍ତ ହାଇେଥାଏ,
ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖିପାର। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।
ସଦାପ୍ରଭୁ ବିଷଯକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସଠାେ ରେ ଆଶ୍ରଯସ୍ଥାନ ପାଇବେ।
ପାପୀଗଣଙ୍କ ପ୍ରତି ଇର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ଇର୍ଷାପରାଯଣ ଭାବରେ ସମ୍ମାନ ଓ ଭୟ କର।
ପୁଣି ସେତବେେଳେ ସଠାେ ରେ ରାଜଦଣ୍ଡ ଓ ପଥ ହବେ ଯାହାକି ପବିତ୍ରତାର ପଥ ବୋଲି ବିଖ୍ଯାତ ହବେ। ତାହା ଉପ ରେ କବଳେ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଚାରୀ ଓ ଅଜ୍ଞାନମାନେ ସେ ପଥରେ ଯିବେ ନାହିଁ।
ଶୁଣ, ତୁମ୍ଭ ପ୍ରହରିଗଣ ଉଚ୍ଚସ୍ବର ରେ ଚିତ୍କାର କରୁଛନ୍ତି। ସମାନେେ ଏକତ୍ର ଆନନ୍ଦଧ୍ବନି କରୁଛନ୍ତି। କାରଣ ସମାନେେ ପ୍ରେତ୍ୟକକ ସ୍ବଚକ୍ଷୁ ରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ଯାବର୍ତ୍ତନ ଦେଖୁଛନ୍ତି।
ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଛକସ୍ଥାନ ରେ ଛିଡ଼ା ହାଇେ ଦେଖ, ଆଉ ପୁରାତନ ପଥ ବିଷଯ ରେ ପ୍ରଚାର କରି କୁହ, ଉତ୍ତମ ପଥ କାହିଁ ? ଆଉ ସହେି ପଥରେ ଗମନ କର, ତାହା ହେଲେ ତୁମ୍ଭମାନେେ ନିଜ ନିଜ ପ୍ରାଣ ରେ ବିଶ୍ରାମ ପାଇବ। ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ସେ ପଥରେ ଗମନ କରିବୁ ନାହିଁ।'
ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସମାନଙ୍କେୁ ଜଣାଇବା ପାଇଁ ମନ ଦବୋ। ତାହା ହେଲେ ସମାନେେ ଆମ୍ଭର ଲୋକ ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ କାରଣ ସମାନେେ ସର୍ବାନ୍ତଃକରଣ ରେ ଆମ୍ଭ ନିକଟକୁ ଫରେି ଆସିବେ।
ପୁଣି ସମାନଙ୍କେର ମଙ୍ଗଳ ପାଇଁ ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ଯସ୍ଥାଯୀ ନିଯମ ସମାନଙ୍କେ ସଙ୍ଗେ କରିବା। ସମାନେେ ଯେପରି ଆମ୍ଭଠାରୁ ଦୂ ରଇେ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷଯକ ଭୟ ସମାନଙ୍କେ ଅନ୍ତର ରେ ସ୍ଥାପନ କରିବା।
ଏବଂ ଆମ୍ଭେ ସମାନଙ୍କେୁ ଏକ ହୃଦଯ ଦବୋ ଓ ସମାନଙ୍କେର ଅନ୍ତର ରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସମାନଙ୍କେଠାରୁ କଠିନ ହୃଦଯ ଦୂର କରି, ସମାନଙ୍କେୁ କୋମଳ ହୃଦଯ ଦବୋ।
ତହିଁରେ ସମାନେେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିଯମସବୁ ରଖିବା ପାଇଁ ୟନ୍ତ୍ରବାନ୍ ହବେେ ଏବଂ ସମାନେେ ମଧ୍ଯ ଆମ୍ଭର ଲୋକ ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।'
ପରମେଶ୍ବର କହିଲେ, ଆଉ ମୁଁ ତମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦବେି। ତୁମ୍ଭମାନଙ୍କ ମାଂସ ମଧ୍ଯରୁ ପ୍ରସ୍ତରମଯ ହୃଦଯ କାଢ଼ି ନବେି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦଯ ଦବେି।
ଆଉ ସହେି ଦେଶ ରେ ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ମୁଁ ସମାନଙ୍କେୁ ଏକ ଗୋଷ୍ଠୀ କରିବି ଓ ସମାନଙ୍କେର ଜଣେ ରାଜା ହବେେ। ପୁଣି ସମାନେେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କବେେ ଦୁଇ ରାଜ୍ଯ ରେ ବିଭକ୍ତ ହବେେ ନାହିଁ।
'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।
ଏବଂ ମୁଁ ମାରେ ଦାସ ଯାକୁବକୁ ଯେଉଁ ଦେଶ ଦଇେଥିଲି ଓ ଯେଉଁଠା ରେ ସମାନଙ୍କେ ପୂର୍ବପୁରୁଷଗଣ ବାସ କରୁଥିଲେ, ସହେି ଦେଶ ରେ ସମାନେେ ବାସ କରିବେ। ମୁଁ ସମାନେେ, ସମାନଙ୍କେର ସନ୍ତାନମାନେ ଓ ସମାନଙ୍କେର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସଠାେ ରେ ବାସ କରିବେ। ଏବଂ ମାରେ ଦାସ ଦାଉଦ ସଦାକାଳ ସମାନଙ୍କେର ଅଧିପତି ହବେେ।
ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।
ହେ ପରମପିତା, ମୁଁ ତୁମ୍ଭଠା ରେ ପ୍ରାର୍ଥନା କରେ ଯେପରି ମାେ ଉପରେ ବିଶ୍ବାସ ରଖୁଥିବା ଲୋକମାନେ ଏକ ହାଇପୋରିବେ। ତୁମ୍ଭେ ମାଠାେ ରେ ରହିଛ ଓ ମୁଁ ତୁମ୍ଭଠା ରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠା ରେ ଯେପରି ଏକ ହାଇେ ପାରିବେ। ତଦ୍ଦ୍ବାରା ଜଗତ ବିଶ୍ବାସ କରିବ, ଯେ ତୁମ୍ଭେ ମାେତେ ପଠାଇଅଛ।
ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ଯ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂର ରେ ଅଛନ୍ତି ସମାନଙ୍କେ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଇଶ୍ବର ଆମ୍ଭମାନଙ୍କ ପ୍ରଭୁ, ଡ଼ାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।
ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶଷେ ସବେକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭମାନେେ ଯେପରି ମନ୍ଦକାର୍ୟ୍ଯରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।
ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ।
ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।
ପରମେଶ୍ବର ସହେି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୁର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତା ରେ ଲଖାେଅଛି:
ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ନ କରୁଥବା ପତି, ତା'ର ବିଶ୍ବାସ କରୁଥିବା ପତ୍ନୀ ମାଧ୍ଯମ ରେ ପବିତ୍ର କରାଯାଇଅଛି। ସହେିଭଳି ବିଶ୍ବାସ ନ କରୁଥିବା ପତ୍ନୀ, ତା' ବିଶ୍ବାସ କରୁଥିବା ପତି ମାଧ୍ଯମ ରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ଯ ହାଇେ ନଥାନ୍ତା, ତା' ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହାଇେ ନ ଥାନ୍ତେ। କିନ୍ତୁ ସମାନେେ ଏବେ ପବିତ୍ର ଅଟନ୍ତି।
ଭାଇ ଓ ଭଉଣୀମାନେ ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହବୋକୁ ଚେଷ୍ଟା କର। ମୁଁ ଯେପରି କହିଛି ସହେିପରି କାମ କରୁଥାଅ। ସମସ୍ତେ ଏକ ମନ ରେ ଓ ଶାନ୍ତି ରେ ରୁହ। କବେେ ଶାନ୍ତି ଓ ପ୍ ରମରେ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
ଖ୍ରୀଷ୍ଟଯୀଶୁଙ୍କଠା ରେ ଥାଇ କୌଣସି କାର୍ୟ୍ଯ କରିବାକୁ ମୁଁ ତୁମ୍ଭକୁ କହିପା ରେ କି ? ତୁମ୍ଭେ ମାେତେ ପ୍ ରମେପୂର୍ଣ୍ଣ ସାନ୍ତ୍ବନା ଦଇପୋର କି ? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତା ରେ ଅଛୁ କି ? ତୁମ୍ଭଠା ରେ କରୁଣା ଓ ଦୟା ଅଛି କି ?
ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।