ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।
Cross references
ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।
ଶଲୋମନ ମନ୍ଦିର ମୂଖ୍ଯ ପାଶର୍ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।
ମନ୍ଦିରର ସବୋକାର୍ୟ୍ଯ ରେ ବ୍ଯବହୃତ ହେଉଥିବା ପାତ୍ରମାନଙ୍କର ଯତ୍ନ ନବୋ କେତକେ ଦ୍ବାରପାଳଙ୍କର କାର୍ୟ୍ଯ ଥିଲା। ସମାନେେ ସହେି ପାତ୍ରଗୁଡ଼ିକୁ ନଇୟିବୋ ସମୟରେ ଗଣି ରଖୁଥିଲେ। ତାହା ପୁଣି, ସହେି ପାତ୍ର ଗୁଡିକୁ ନଇୟିବୋ ସମୟରେ ମଧ୍ଯ ଗଣି ରଖୁଥିଲେ।
ବନାଯ, କରେଥୀଯ ଓ ପଲେଥୀଯ ରକ୍ଷୀମାନଙ୍କର ଦାଯିତ୍ବ ରେ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସବୋ ନିମନ୍ତେ ମୁଖ୍ଯ ପଦାଧିକାରୀ ଥିଲେ।
ଦାଉଦ କହିଲେ, 24,000 ଲବେୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ତଦାରଖ କରିବେ। 6,000 ଲବେୀୟ ପୋଲିସ୍ ଓ ବିଚାରକର୍ତ୍ତା ହବେେ।
ଦାଉଦ ଶଲୋମନଙ୍କୁ ଯାଜକ ଓ ଲବେୀୟମାନଙ୍କ ଦଳ ବିଷଯ ରେ କହିଲେ। ଦାଉଦ ଶଲୋମନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ବିଷଯକ ସମସ୍ତ କାର୍ୟ୍ଯ ଓ ମନ୍ଦିର ସବୋ ରେ ବ୍ଯବହୃତ ସକଳ ସାମଗ୍ରୀ ବିଷଯ ରେ କହିଲେ।
ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ : ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ଯାଜକ ଓ ଲବେୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନ ରେ କାର୍ୟ୍ଯ କରିବାକୁ ଯିବେ, ସମାନେେ ଦ୍ବାର ନିକଟରେ ଜଗି ରହିବେ।
ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ କୌଣସି ବ୍ଯକ୍ତିକୁ ଆସିବାକୁ ଦବେ ନାହିଁ। କବଳେ ସବୋକାର୍ୟ୍ଯ କରୁଥିବା ଯାଜକ ଓ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ ଆସିବାକୁ ଅନୁମତି ଦବେ, କାରଣ ସମାନେେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦଇେଛନ୍ତି, ତାହା ସମାନଙ୍କେୁ କରିବାକୁ ପଡ଼ିବ।
ହିଜକିଯ ସମାନଙ୍କେୁ କହିଲେ, ହେ ଲବେୀୟମାନେ, ମାେ' କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।
ଏହାପରେ ସମାନେେ ରାଜା ହିଜକିଯଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରାଜା ହିଜକିଯ, ଆମ୍ଭମାନେେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ବଳାଇବାର ୟଜ୍ଞବଦେୀ ଓ ମନ୍ଦିରସ୍ଥ ସମସ୍ତ ବିଷଯକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀଯ ରୋଟୀ ରଖାୟିବାର ମଳେ ଓ ମଳେ ରେ ବ୍ଯବହୃତ ସାମଗ୍ରୀକୁ ଆମ୍ଭମାନେେ ପରିଷ୍କାର କରିଅଛୁ।
ଏହାପରେ ହିଜକିଯ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା।
ଇଶ୍ରାୟେଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ପବିତ୍ରୀକୃତ ହାଇେଥିବା ଲୋକମାନଙ୍କ ସହିତ ମଧ୍ଯ ଯୋଶିୟଯ କଥା ହେଲେ। ସେ ସହେି ଲବେୀୟମାନଙ୍କୁ କହିଲେ : ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା' ମଧିଅରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇଶ୍ରାୟେଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧ ରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ଲୋକ, ଇଶ୍ରାୟେଲର ଲୋକମାନଙ୍କର ସବୋ କର।
ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରାଗଲା। ଏହାପରେ ଲବେୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ୟଜ୍ଞବଦେୀ ଉପରେ ସହେି ରକ୍ତକୁ ସିଞ୍ଚିଲେ।
ସଦାପ୍ରଭୁ ୟିରୁଶାଲମସ୍ଥ ମନ୍ଦିର କଠାେରୀ ରେ ପ୍ରଧାନ ଯାଜକ ଗର୍ବର ଓ ଲବେୀୟମାନଙ୍କର ଓ ଇଶ୍ରାୟେଲୀୟ ପରିବାରର ନେତାମାନଙ୍କର ସାକ୍ଷାତ ରେ ଏହାସବୁ ତୌଲି ନଦବୋ ପର୍ୟ୍ଯନ୍ତ ତୁମ୍ଭମାନେେ ସତର୍କ ହୁଅ ଓ ଏହା ସବୁର ସୁରକ୍ଷା କର।
ଯିହୁଦାର ପୁତ୍ର ସରହରେ ବଂଶଜାତ ମଶଷେବଲରେ ପୁତ୍ର ପଥାହିଯ ଲୋକମାନଙ୍କ ସମସ୍ତ କାର୍ୟ୍ଯ ବିଷଯ ରେ ରାଜାଙ୍କୁ ଉପଦେଶ ଦେଲେ।