Home Bibles ଦିତୀୟ ବଂଶାବଳୀ 29:14 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:14 · ଓଡ଼ିଆ ବାଇବେଲ

ୟିଦୂଥିନ୍ଙ୍କ ବଂଶଧର ମାନଙ୍କ ମଧ୍ଯରୁ ଶିମ୍ରି ଓ ୟିଯୂଯଲେ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ଯରୁ ଶମଯିଯ ଓ ଉଷିଯଲେ ଥିଲେ।

Cross references

ପ୍ରଥମ ବଂଶାବଳୀ 6:33

ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,

ପ୍ରଥମ ବଂଶାବଳୀ 15:19

ଗାଯକ ହମେନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ପ୍ରଥମ ବଂଶାବଳୀ 25:3

ୟିହୂଥୂନଙ୍କ ପରିବାରରୁ : ଗଦଲିଯ, ସରୀ, ୟିଶାଯାହ, ହଶବିଯ ଓ ମତ୍ତଥିଯ। ସମାନେେ ସମୁଦାଯ ଛଅ ଜଣ ଥିଲେ ୟିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ଓ ସଦାପ୍ରଭୁଙ୍କର ଧନ୍ଯବାଦ, ପ୍ରଶଂସା କରିବା ନିମନ୍ତେ ୟିଦୂଥୂନ ବୀଣାୟନ୍ତ୍ରର ବ୍ଯବହାର କରୁଥିଲେ।

ପ୍ରଥମ ବଂଶାବଳୀ 25:6

ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ : ଆସଫ, ୟିଦୁଥୂନ ଓ ହମେନ।

Interlinear

Choose Theme