ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସହେି ଲୋକ ଶବ୍ଦର ଅର୍ଥକୁ ନଇେ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ ହାଇେଥାଏ ଓ ସେ ବାଗ୍ୟୁଦ୍ଧ କରେ। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦହେ ଆସିଥାଏ।
Cross references
କହେି କହେି ଆପଣାକୁ ଧନୀ ବୋଲି ପରିଚଯ ଦିଅନ୍ତି। କିନ୍ତୁ ତା'ର କିଛି ନ ଥାଏ। ମାତ୍ର କେତକଙ୍କେର ଧନ ଥାଇ ମଧ୍ଯ ସମାନେେ ଦରିତ୍ର ପରି ଆଚରଣ କରନ୍ତି।
ବୃଷ୍ଟିହୀନ ମେଘ ଓ ବାଯୁ ଯେପରି ଅଟେ, ଦାନ ଦବୋ ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦବୋ ହେଉଛି ଠିକ୍ ସହେିପରି।
ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ।
ଦେଖ, ତୁମ୍ଭମାନେେ ବିବାଦ ଓ କଳହ ନିମନ୍ତେ ଏବଂ ଦୁଷ୍ଟତାରୂପକ ସୃଷ୍ଟି ଦ୍ବାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ଆମ୍ଭର ପ୍ରଶଂସାଗାନ ଯେପରି ଉର୍ଦ୍ଧ୍ବ ରେ ଶୁଣାୟିବ, ସେଥିପାଇଁ ତୁମ୍ଭମାନେେ ଉପବାସ କରୁ ନାହଁ।
ସହେି ନଗର ରେ ଶିମାନେ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସଠାେକୁ ଆସିବା ପୂର୍ବରୁ ଶିମାନେ ଯାଦୁଖଳେ ଦଖାଇେ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦଇେଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।
ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।
ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ସହିତ ରାଜି ନହାଇେ ବହୁତ ୟୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଚ଼ାର ଆଲୋଚ଼ନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତକଙ୍କେୁ ୟିରୂଶାଲମ ରେ ପ୍ ରରେିତ ଓ ପ୍ରାଚ଼ୀନମାନଙ୍କ ପାଖକୁ ୟିବାପାଇଁ ନିୟୁକ୍ତି ଦିଆଗଲା।
କିନ୍ତୁ ତୁମ୍ଭ ବ୍ଯବସ୍ଥା ରେ ଲଖାେଥିବା ବାକ୍ଯ ଓ ନାମ ବିରୁଦ୍ଧ ରେ ଏହି ବଚସା ସୃଷ୍ଟି ହାଇେଥିବାରୁ ତୁମ୍ଭମାନେେ ନିଜେ ନିଜେ ଏହାର ସମାଧାନ କର। ଏହି ସବୁ ବିଷୟ ରେ ମୁଁ କୌଣସି ବିଚ଼ାର କରିବି ନାହିଁ।
କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।
ନିଜ ଭିତ ରେ ମିଳିମିଶି ଶାନ୍ତି ରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟ ରେ ମହତ୍ତ୍ବପୂର୍ଣ୍ଣ ନୁହଁନ୍ତି, ସମାନଙ୍କେ ସହିତ ସାଙ୍ଗ ହବୋ ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।
ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ। ଆମ୍ଭେ ଖର୍ଚ୍ଚାନ୍ତ ରସରଙ୍ଗ ରେ ମାତିବା ଠିକ୍ ନୁହେଁ। ମାତାଲ ହବୋ ଉଚିତ ନୁହେଁ। ୟୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସ ରେ ଲିପ୍ତ ହବୋ ଠିକ୍ ନୁହେଁ। ୟୁକ୍ତି ତର୍କ କରିବା ଓ ଇର୍ଷାଳୁ ହାବୋ ଉଚିତ୍ ନୁହେଁ।
ଯେଉଁ ଲୋକର ବିଶ୍ବାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତ ରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସହେି ଲୋକର ଭିନ୍ନ ମତ ପାଇଁ, ତା ସହିତ ୟୁକ୍ତିତର୍କ କର ନାହିଁ।
ତୁମ୍ଭମାନେେ ଆତ୍ମିକ ଜୀବନ ରେ ଏବେ ମଧ୍ଯ ଶିଶୁ ଭଳି ଅଛ। ତୁମ୍ଭମାନେେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧିଅରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭମାନେେ ଏବେ ମଧ୍ଯ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ।
ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ୟୁଗ ଅନୁସାରେ ଜ୍ଞାନୀ ଅଟେ, ତା' ହେଲେ ତାକୁ ମୂର୍ଖ ହବୋକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହାଇପୋରିବା