Home Bibles ହିତୋପଦେଶ 25:14 · ଓଡ଼ିଆ ବାଇବେଲ
ହିତୋପଦେଶ 25:14 · ଓଡ଼ିଆ ବାଇବେଲ

ବୃଷ୍ଟିହୀନ ମେଘ ଓ ବାଯୁ ଯେପରି ଅଟେ, ଦାନ ଦବୋ ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦବୋ ହେଉଛି ଠିକ୍ ସହେିପରି।

Cross references

ପ୍ରଥମ ରାଜାବଳୀ 22:11

କନାନାର ପୁତ୍ର ସିଦିକିଯ ଜଣେ ଭବିଷ୍ଯଦ୍ବକ୍ତା ଲୌହମଯ ଶିଙ୍ଗମାନ ନିର୍ମାଣ କରି ଆହାବ୍ଙ୍କୁ କହିଲା, ସଦାପ୍ରଭୁ କହନ୍ତି, 'ତୁମ୍ଭେ ଏହି ଲୌହମଯ ଶିଙ୍ଗ ୟୁଦ୍ଧ ରେ ବ୍ଯବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ଯମାନଙ୍କୁ ସଂହାର କରିବ ଏବଂ ଜଯଲାଭ କରିବ।'

ହିତୋପଦେଶ 20:6

ବହୁତ ଲୋକମାନଙ୍କ ମଧିଅରେ ଜଣେ ପ୍ରଭୁଭକ୍ତ ଖାଜେ, କିନ୍ତୁ କିଏ ଖାଜେି ପାରିବ ଜଣେ ଲୋକ ୟିଏକି ପ୍ରକୃତ ରେ ବିଶ୍ବାସନୀଯ।

ଲୂକଲିଖିତ ସୁସମାଚାର 14:11

ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।

ଲୂକଲିଖିତ ସୁସମାଚାର 18:10

ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସହେି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:13

ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:31

ପରମେଶ୍ବର ଜାଣନ୍ତି ଯେ, ମୁଁ ମିଥ୍ଯା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା।

ପିତରଙ୍କ ଦିତୀୟ ପତ୍ର 2:15

ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦଇେଛନ୍ତି ଓ ବିଯୋରର ପୁତ୍ର ବିଲିଯାମର ଭୁଲ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା।

ଯିହୂଦାଙ୍କ ପତ୍ର 1:12

ଏମାନେ ତୁମ୍ଭମାନଙ୍କର ପ୍ ରମେି ଭୋଜିର କଳଙ୍କ ପରି। ସମାନେେ ନିର୍ଭୟ ରେ ତୁମ୍ଭ ସହିତ ଭୋଜନ କରନ୍ତି। ସମାନେେ କବଳେ ନିଜର ଯତ୍ନ ନିଅନ୍ତି। ସମାନେେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ବାରା ସମାନେେ ଚାରିଆଡ଼େ ଉଡ଼ନ୍ତି। ସମାନେେ ହମେନ୍ତ କାଳ ରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସମାନଙ୍କେର ଦୁଇ ଥର ମୃତ୍ଯୁ ହୁଏ।

ଯିହୂଦାଙ୍କ ପତ୍ର 1:16

ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।

Interlinear

Choose Theme