Home Bibles ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:23 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:23 · ଓଡ଼ିଆ ବାଇବେଲ

ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂର ରେ ରୁହ। ତୁମ୍ଭେ ଜାଣ ଯେ ସହେି ୟୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ।

Cross references

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:4

ସମାନଙ୍କେୁ କୁହ ଯେ, ସମାନେେ ଅସତ୍ଯ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦଇେ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସଗେୁଡ଼ିକ ଦ୍ବାରା କବଳେ ତର୍କବିତର୍କ ହୁଏ। ସଗେୁଡ଼ିକ ପରମେଶ୍ବରଙ୍କ କାମ ପାଇଁ ସାହାୟ୍ଯ କରେ ନାହିଁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:7

ପରମେଶ୍ବରଙ୍କ ସତ୍ଯ ସହିତ ମଳେ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ବରଙ୍କୁ ସବୋ କରିବା ଲାଗି ନିଜକୁ ଶିକ୍ଷିତ କର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:4

ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସହେି ଲୋକ ଶବ୍ଦର ଅର୍ଥକୁ ନଇେ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ ହାଇେଥାଏ ଓ ସେ ବାଗ୍ୟୁଦ୍ଧ କରେ। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦହେ ଆସିଥାଏ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:14

ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ବରଙ୍କ ଆଗ ରେ ସତର୍କ କରିଦିଅ ଯେ, ସମାନେେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ୟୁକ୍ତିତର୍କ କରିବା ଦ୍ବାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସମାନଙ୍କେୁ ତାହା ନଷ୍ଟ କରିଦିଏ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:16

ପରମେଶ୍ବରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂର ରେ ରୁହ। ସଭେଳି କଥା ପରମେଶ୍ବରଙ୍କଠାରୁ ଅଧିକରୁ ଅଧିକ ଦୂ ରଇେ ନବେ।

ତୀତସଙ୍କ ପ୍ରତି ପତ୍ର 3:9

ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ ରେ ୟୁକ୍ତି, ଝଗଡ଼ା, ମାଶାଙ୍କେ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର ରେ ରୁହ। ସଗେୁଡ଼ିକ ମୂଲ୍ଯହୀନ ଓ ଲୋକମାନଙ୍କୁ ସାହାୟ୍ଯ କରେ ନାହିଁ।

Interlinear

Choose Theme