Home Bibles ☰ Books ପ୍ରଥମ ଶାମୁୟେଲ 9:21 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 9:21 · ଓଡ଼ିଆ ବାଇବେଲ

ଶାଉଲ ଉତ୍ତର ଦେଲେ, ମୁ ବିନ୍ଯାମୀନ ବଂଶର ସଦସ୍ଯ ଅଟେ। ଏହା ଇଶ୍ରାୟେଲର ଏକ େଛାଟ ପରିବାରବର୍ଗ। ଆପଣ କହିଁକି କହକ୍ସ୍ଟଛନ୍ତି ଇଶ୍ରାୟେଲୀୟମାନେ ମାେତେ ଗ୍ଭହାଁନ୍ତି?

Cross references

ବିଚାରକର୍ତାମାନଙ୍କ ବିବରଣ 6:14

ତା'ପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଅନାଇଲେ ଏବଂ କହିଲେ, ତୁମ୍ଭର ନିଜର ଶକ୍ତିକକ୍ସ୍ଟ ବ୍ଯବହାର କର। ୟାଅ ଏବଂ ମିଦିଯନ ହସ୍ତରକ୍ସ୍ଟ ଇଶ୍ରାୟେଲର ଲୋକମାନଙ୍କୁ ରକ୍ଷା କର। ମୁ ତୁମ୍ଭମାନଙ୍କୁ ଏହି ଅଭିୟାନ ରେ ପଠାଉଛି।

ବିଚାରକର୍ତାମାନଙ୍କ ବିବରଣ 6:15

କିନ୍ତୁ ଗିଦ୍ଦିୟୋନ ତାଙ୍କୁ କହିଲେ, ହେ ମାରେ ସଦାପ୍ରଭୁ, ମୁ କିପରି ଇଶ୍ରାୟେଲକକ୍ସ୍ଟ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧିଅରେ ମାରେ ପରିବାର ସବୁଠାରକ୍ସ୍ଟ ଦୁର୍ବଳ ଏବଂ ମାରେପରିବାର ମଧିଅରେ ମୁ ସବୁଠାରକ୍ସ୍ଟ ସାନ।

ବିଚାରକର୍ତାମାନଙ୍କ ବିବରଣ 20:46

ସହେିଦିନ 25,000 ଲୋକ ବିନ୍ଯାମୀନୀଯ ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ମରିଗଲେ। ଯେଉଁମାନେ କି ବୀରତାର ସହକା ରେ ୟକ୍ସ୍ଟଦ୍ଧ ଚଳାଇ ଥିଲେ।

ପ୍ରଥମ ଶାମୁୟେଲ 10:27

କିନ୍ତୁ କେତେ ଖଳ ବ୍ଯକ୍ତି କହିଲେ, କମେିତି ଏ ଲୋକ ଆମକକ୍ସ୍ଟ ରକ୍ଷା କରିବ? ସମାନେେ ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକକ୍ସ୍ଟ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ।

ପ୍ରଥମ ଶାମୁୟେଲ 15:17

ଶାମକ୍ସ୍ଟଯଲେ କହିଲେ, ଅତୀତ ରେ ତୁମ୍ଭେ ନିଜକକ୍ସ୍ଟ ମକ୍ସ୍ଟଖ୍ଯ ବୋଲି ଭାବକ୍ସ୍ଟ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇଶ୍ରାୟେଲ ପରିବାରବର୍ଗଗକ୍ସ୍ଟଡିକର ମୂଖ୍ଯ ହାଇେ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା ଭାବେ ବାଛିଲେ।

ପ୍ରଥମ ଶାମୁୟେଲ 18:18

କିନ୍ତୁ ଦାଉଦ ଉତ୍ତର ଦେଲେ, ମୁ ଏକ ଉଚ୍ଚ ପରିବାରର ନକ୍ସ୍ଟ ହେଁ କି ଜଣେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ ବ୍ଯକ୍ତି ନକ୍ସ୍ଟ ହେଁ, ମୁ କିପରି ରାଜାଙ୍କର ଝିଅକକ୍ସ୍ଟ ବିବାହ କରିପାରିବି।

ପ୍ରଥମ ଶାମୁୟେଲ 18:23

ଶାଉଲ ଦାସମାନେ ଏକଥା ଦାଉଦଙ୍କକ୍ସ୍ଟ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, ତୁମ୍ଭେ କ'ଣ ଭାବକ୍ସ୍ଟଛ ରାଜାଙ୍କର ଜ୍ବାଇଁ ହବୋ ଅତି ସହଜ? ମାରେ ଏତେ ଅର୍ଥ ନାହିଁ ଯାହାକି ମୁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରିପାରିବି। ମୁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମାରେଅଳ୍ପ ମାନ୍ଯ।

ଗୀତସଂହିତା 68:27

ସଠାେରେ ଏକ େଛାଟିଆ ଗୋଷ୍ଠୀ ଅଛନ୍ତି। ବିନ୍ଯାମୀନ ସମାନଙ୍କେର ନତେୃତ୍ବ କରୁଛନ୍ତି। ବହୁତ ଭିଡ଼ ଏବଂ ୟିହୂଦାର ଏକ ପ୍ରଦାନ ସଠାେରେ ଅଛନ୍ତି। ଜବଲୁନ୍ ଓ ନପ୍ତାଲିର ନେତାମାନେ ସଠାେରେ ଅଛନ୍ତି।

ଗୀତସଂହିତା 68:28

ହେ ପରମେଶ୍ବର, ଆମ୍ଭକୁ ଆପଣାର ଶକ୍ତି ଦଖାେଅ, ୟାହାର ଉପ ଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିୟାଇଥିବା ଦିନରେ କରିଥିଲ।

ହୋଶେୟ 13:1

ଇଫ୍ରଯିମ ଇଶ୍ରାୟେଲ ରେ ନିଜକୁ ମହାନ୍ କରି ଦଲୋ। ସେ କହିଲା ବେଳେ ଲୋକେ ଭୟ ରେ ଥରିଲେ। କିନ୍ତୁ ସେ ବାଲ ଦବେତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ଯୁବରଣ କଲେ।

ଲୂକଲିଖିତ ସୁସମାଚାର 14:11

ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।

ଏଫିସୀୟଙ୍କ ପ୍ରତି ପତ୍ର 3:8

ପରମେଶ୍ବରଙ୍କ ଲୋକମାନଙ୍କ ଭିତ ରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ବର ମାେତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। ସହେି ଐଶ୍ବର୍ୟ୍ଯଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣରୂପେ ବୁଝିବା ସମ୍ଭବପର ନୁହେଁ।

Interlinear

Choose Theme