ହେ ପରମେଶ୍ବର, ଆମ୍ଭକୁ ଆପଣାର ଶକ୍ତି ଦଖାେଅ, ୟାହାର ଉପ ଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିୟାଇଥିବା ଦିନରେ କରିଥିଲ।
Cross references
ବାରକ୍ କଦେେଶ ସହରର ସବୂଲୂନ୍ ପରିବାରବର୍ଗ ଓ ନଲ୍ଗାଲିର ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ଅତଯବ, ସେ 10,000 ସୈନ୍ଯ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।
ଶାଉଲ ଉତ୍ତର ଦେଲେ, ମୁ ବିନ୍ଯାମୀନ ବଂଶର ସଦସ୍ଯ ଅଟେ। ଏହା ଇଶ୍ରାୟେଲର ଏକ େଛାଟ ପରିବାରବର୍ଗ। ଆପଣ କହିଁକି କହକ୍ସ୍ଟଛନ୍ତି ଇଶ୍ରାୟେଲୀୟମାନେ ମାେତେ ଗ୍ଭହାଁନ୍ତି?
ରାତି ହେଉକି ଦିନ ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରମେ ଢ଼ାଳି ଦିଅନ୍ତି। ସହେି ଜୀବନ୍ତ ପରମେଶ୍ବରଙ୍କ ପାଇଁ ମାେ ନିକଟରେ ଏକ ଗୀତ ଅଛି।
ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ରାଜା ଅଟ। ଆଜ୍ଞା ଦିଅ ଓ ୟାକୁବର ଲୋକଙ୍କୁ ମୁକ୍ତ କରାଅ।
ମାରେ ଦୁର୍ଗ ହୁଅ। ତୁମ୍ଭେ ମାେ ପ୍ରତି ଶୈଳ ସ୍ବରୂପ ସୁରକ୍ଷାର ଗଡ଼ ୟାହା ନିକଟକୁ ମୁଁ ଦୌଡ଼ି ୟିବି। ମାରେ ନିରାପଦର ସ୍ଥାନ। ତୁମ୍ଭେ ମାେତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମାେତେ ଦିଅ। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ। ତଣେୁ ଆମ୍ଭକୁ ପରିତ୍ଯାଗ କର ନାହିଁ।
ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖନ୍ତି, ସମାନେେ ନୂତନ ବଳ ପାଆନ୍ତି। ସମାନେେ ଚିଲ ପକ୍ଷୀପରି ଆକାଶ ରେ ଉଡ଼ନ୍ତି। ସମାନେେ କ୍ଲାନ୍ତ ନ ହାଇେ ସମାନେେ ଗମନ କରିବେ।
ତା'ପରେ ଯୀଶୁ କହିଲେ, ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଚାଲ।
କିନ୍ତୁ ପିତର କହିଲେ, ମାେ ପାଖ ରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଉଠି ଚ଼ାଲ।
କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।
ତୁମ୍ଭ ବିଶ୍ବାସ ହତେୁ ତୁମ୍ଭ ହୃଦୟ ରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ ରମେ ରେ ଶକ୍ତିଶାଳୀ ହେଉ ଏବଂ ପ୍ ରମେ ରେ ଗଢ଼ି ଉଠୁ।
ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ।
ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ବାନର ଯୋଗ୍ଯ ବୋଲି ଭାବିବେ, ସଭେଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାୟ୍ଯ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠା ରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ ପରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠା ରେ ଥିବା ବିଶ୍ବାସ ଦ୍ବାରା ତୁମ୍ଭମାନେେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ବର ନିଜ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତୁ ବୋଲି ଆମ୍ଭେ ପ୍ରାଥର୍ନା କରୁ।