Home Bibles ପ୍ରଥମ ଶାମୁୟେଲ 9:22 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 9:22 · ଓଡ଼ିଆ ବାଇବେଲ

ଶାମକ୍ସ୍ଟଯଲେ ଶାଉଲ ଏବଂ ତାଙ୍କ ଦାସକକ୍ସ୍ଟ ଭୋଜନ ସ୍ଥାନକକ୍ସ୍ଟ ନେଲେ। ସେ ଅତି ମହତ୍ବପୂର୍ଣ୍ଣ ସ୍ଥାନ ଟବେକ୍ସ୍ଟଲ୍ ପାଖ ରେ ଶାଉଲଙ୍କକ୍ସ୍ଟ ଏବଂ ତାଙ୍କର ଦାସ ତିରିଶ ଜଣ ନିମନ୍ତ୍ରିତ ଅତିଥି ମଧିଅରେ ପ୍ରଦାନ କଲେ।

Cross references

ଆଦି ପୁସ୍ତକ 43:32

ଯୋଷଫେର ଦାସମାନେ ଯୋଷଫଙ୍କେ ପାଇଁ ଏକ ଟବେୁଲ, ଏକ ଟବେୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟବେୁଲ ମିଶ୍ରୀଯମାନଙ୍କ ପାଇଁ ଯେଉଁମାନେ ସମାନଙ୍କେ ସହିତ ବସି ଖାଇଲେ। କାରଣ ଏବ୍ରୀଯମାନଙ୍କ ସହିତ ଭୋଜନ କରିବା ମିଶ୍ରୀଯମାନଙ୍କର ପ୍ରଥା ନଥିଲା। ମିଶ୍ରୀଯମାନେ ଏବ୍ରୀଯମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବଚେିତ ହୁଏ।

ଲୂକଲିଖିତ ସୁସମାଚାର 14:10

ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।

Interlinear

Choose Theme