Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 6:14 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 6:14 · ଓଡ଼ିଆ ବାଇବେଲ

ତା'ପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଅନାଇଲେ ଏବଂ କହିଲେ, ତୁମ୍ଭର ନିଜର ଶକ୍ତିକକ୍ସ୍ଟ ବ୍ଯବହାର କର। ୟାଅ ଏବଂ ମିଦିଯନ ହସ୍ତରକ୍ସ୍ଟ ଇଶ୍ରାୟେଲର ଲୋକମାନଙ୍କୁ ରକ୍ଷା କର। ମୁ ତୁମ୍ଭମାନଙ୍କୁ ଏହି ଅଭିୟାନ ରେ ପଠାଉଛି।

Cross references

ଯାତ୍ରା ପୁସ୍ତକ 3:10

ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ ରରଣେ କରିବା ୟାଅ! ମାରେ ଲୋକମାନଙ୍କୁ ଆଗଇେ ନିଅ, ଇଶ୍ରାୟେଲୀୟମାନଙ୍କୁ ମିଶର ମଧ୍ଯରୁ ଆଗଇେ ନଇୟୋଅ!

ଯିହୋଶୂୟ 1:5

ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।

ବିଚାରକର୍ତାମାନଙ୍କ ବିବରଣ 4:6

ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।

ପ୍ରଥମ ଶାମୁୟେଲ 12:11

ସଦାପ୍ରଭୁ ତୁମ୍ଭମାନଙ୍କୁ ୟିରକ୍ସ୍ଟଦ୍ଦାଲକକ୍ସ୍ଟ, ବଦାନ୍କକ୍ସ୍ଟ, ୟିଲ୍ଗହକକ୍ସ୍ଟ ଓ ଶାମୁୟେଲଙ୍କୁ ପଠାଇ ଚତକ୍ସ୍ଟର୍ଦ୍ଦିଗ ରେ ଥିବା ତକ୍ସ୍ଟମ୍ଭ ଶତୃମାନଙ୍କ କବଳରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭମାନେେ ନିର୍ଭୟ ରେ ବାସ କଲ।

ପ୍ରଥମ ବଂଶାବଳୀ 14:9

ପଲେଷ୍ଟୀୟମାନେ ରଫଯୀମ ଉପତ୍ୟକା ରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସମାନଙ୍କେର ଜିନିଷପତ୍ର ଚୋରି କରି ନଇଗେଲେ।

ଏବ୍ରୀ 11:32

ମୁଁ ଅଧିକ ଆଉ କ'ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି ? ଗିଦିଯୋନ, ବାରାକ, ଶାମ୍ଶୋନ, ୟିପ୍ତାହ ଦାଉଦ, ଶାମୁଯଲେ, ଓ ଭବିଷ୍ଯଦ୍ ବକ୍ତାମାନଙ୍କ ବିଷୟ ରେ କହିବା ପାଇଁ ମାେ ପାଖ ରେ ଅଧିକ ସମୟ ନାହିଁ,

ଏବ୍ରୀ 11:34

ସହେି ବିଶ୍ବାସ ବଳ ରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇଲେ। ବିଶ୍ବାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସମାନେେ ୟୁଦ୍ଧ ରେ ଶକ୍ତିଶାଳୀ ହାଇେ ଶତୃ ସନୋଙ୍କୁ ପରାସ୍ତ କଲେ।

Interlinear

Choose Theme